:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷ ଆମର ପରା ବନ୍ଧୁ ।
ତାର ସୁରକ୍ଷା ନେବା ଆମ କାନ୍ଧକୁ।।
ବୃକ୍ଷ ରୋପଣ କରିବା ।
ପରିବେଶ ପ୍ରଦୂଷଣ ରୋକିବା ।।
ବୃକ୍ଷ ରୋପଣ କରିବା ।
କେତେ ଫୁଲ, ଫଳ ତୋଳିବା ।।
ବୃକ୍ଷ ରୋପଣ କରିବା ।
ସୁସ୍ଥ ଅମ୍ଳ ଜାନ ପାଇବା ।।
ବୃକ୍ଷ ରୋପଣ କରିବା ।
ସୁଜଳା ସୁଫଳା ଦେଶ ଗଢ଼ିବା ।।
ବୃକ୍ଷ ରୋପଣ କରିବା ।
ଆମେ ସୁସ୍ଥ ସୁନ୍ଦର ରହିବା ।।
ବୃକ୍ଷ ରୋପଣ କରିବା ।
ଖରା ତାତିରୁ ମୁକ୍ତି ପାଇବା ।।
ବୃକ୍ଷ ରୋପଣ କରିବା ।
ବର୍ଷା କୁ ଆହୁରି ବଢ଼ାଇବା ।।
ବୃକ୍ଷ ରୋପଣ କରିବା ।
ସୁସ୍ଥରେ ଜୀବନ ଯାପନ କରିବା ।।
ଗଛ ଟିଏ ସେ ଗଛ ଟିଏ ।
ସଭିଙ୍କୁ ସୁଖ ଦେଉ ଥାଏ ।।
✍️ପଦ୍ମାଳୟା ସାମଲ..
ବଡ଼ପଡା, କେନ୍ଦ୍ରାପଡ଼ା
No comments:
Post a Comment