" ବୃକ୍ଷ ମୋର ବନ୍ଧୁ"
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ଜୀବନର ପ୍ରତିକ୍ଷଣେ
ପ୍ରତିସମୟେ ସିଏ
ଆମସାଥୀ ସିଏଆମ
ଦେବତା ଭଗବାନ
ସିଏ ଆଉ କେହିନୁହଁ
ସେହିଆମ ବନ୍ଧୁ
ଘନ୍ଚଅରଣ୍ଯ ା
ଯିଏ ପିଲାଦିନର ସାଥୀ
ସିଏ ବୁଢାଦିନର ବନ୍ଧୁ
ଜାତହେଲେ ଶିଶୁ
ନିଆଁ ରେ ସେକା ଯାନ୍ତି ା
ବୁଢାହେଲେ ତାକୁ କାଠରେ ପୋଡାନ୍ତି
ା
ପ୍ରଥମ କଥାର ସ୍ରୁଷ୍ଟି ବଣ ରାଇଜରୁ
ଭାଷାର ଉତ୍ପତି ହ୍ରୁଦକନ୍ଦରରୁ ା
ସତେକି! ଚମତ୍କାର
ବଣରସ୍ରୁଷ୍ଟି କରତା ଭଗବାନ
ସଂହାରକରତା ମଣିଷଜନ ା
ବସୁଧାକୁ ଚାରୁ ସୁଷମା ରେ
ବିମଣ୍ତିତ କରେ ଆମଅରଣ୍ୟ ା
ଅନେକନାମରେ ସେବିଦିତ
ବଣ ବନ ଜଗଂଲ ବିପିନ
ଘନ୍ଚ ଅରଣ୍ୟ ସବୁଜ କାନନ ା
ଅଠାରୁ କ୍ଷ ଅଛି ବଣରେ
ଖାଇବା ପିନ୍ଧିବା ରହିବା
ସବୁଅଛି ଏହି ବନାନୀରେ ା
ଖାଇବାଫଳ ଖୋସିବାଫୁଲ
ଲଗାଇ ଅତର କରିବାଘର
ଅରଣ୍ୟ କରେ ବିଶ୍ବ ସୁନ୍ଦର
ପ୍ରକ୍ରୁତିରେ ସେଭରପୁର
ତା'ବିନେସବୁ ଅଚଳ
ଧରଣୀର ସେ କ୍ରୁଷ୍ଣ ସାର
ଅରଣ୍ଯର ଅନ୍ୟନାମ ଜୀବନ ା
ସେଚିରବନ୍ଧୁ ଆମର
ଜନନୀ ର ପଣତକାନୀ ସମ
ଦିଏଛାୟା ସୁଶୀତଳ
ସମିର ର ମନ୍ଦମଳୟ
ସେଚିର ବନ୍ଧୁ ଆମର ା
ତା'ପାଖରେ ‐‐‐ ଧନୀ ଗରିବ ଉଚ୍ଚ ନୀଚ୍ଚ ନଥାଏ ବାଛବିଚାର
ଦୁର୍ବାଦଳ ଠାରୁ ମହାଦ୍ରୁମ
ଗ୍ରୀଷ୍ମ ବର୍ଷା ଶୀତ କାକର ରୁ
କରେଉପସମ ମଣିଷର
ସେତଜୀବର ଜୀବନ ା
ପଶୁ ପକ୍ଷୀ ମଣିଷର ସେତ ଆଶ୍ରୟସ୍ଥଳ ା
ତା' ହ୍ରୁଦୟ ଅନ୍ତର ଅଟେ ଯେ ବିଶାଳ ।
ବ୍ରୁକ୍ଷ ଆମ ଜୀବନ ଆମ ବନ୍ଧୁ
ସେତ ଆମ ସହୋଦର ଅତି ନିଜର ଅତି ଆପଣାର ା
ଶୋଭାଗିନୀ ନନ୍ଦ
ଜୟପୁର {କୋରାପୁଟ}
No comments:
Post a Comment