ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଦେବାଶିଷ ସାହୁ , କଟକ


       {  ମୋ ଜନ୍ମଭୂମି
ବନ୍ଦଇ ଭାରତମାତାକୁ   ,                          ପ୍ରସବିିଲା ଆର୍ଯ୍ୟାବର୍ତ କୁ
ଯାକୋଳେ ହୋଇଣ ଜନମୀ  ,                   ବୋଲାଇ ସର୍ବ ଧର୍ମାଲମ୍ବୀ
ଏକତାବନ୍ଧନେ ବାନ୍ଧି     ( ୧)
ମସ୍ତକେ ହିିମାଦ୍ରିି କୀିରିିଟ
ମହୋଦଧି ପଦ ସେବକ,
ଯା ପ୍ରାନ୍ତେ ଶ୍ବେତାଙ୍ଗ କାଶ୍ମିର
ପଦଶୋଭେ କନ୍ୟାକୁମାର,
କୋଳେ ଅଖଣ୍ଡ ରାଇଜ (୨)
ସବୁଜ ବଣ୍ଣାଳିିର ପାଟ
ଅଟନ୍ତି ବନଗିରିି ଶତ,
ତା ଗର୍ଭରୁ ଜନମି ଦେବା-
ଦେବୀ କରନ୍ତି ମର୍ତ୍ୟଳିିଳା,
ସ୍ବର୍ଗଠୁ ବଡ ହୋଇଲା (୩)
ନଦ ନଦୀ ଗିରି ବନାନି
ସଶ୍ୟଶାମଳ ସ୍ବଣ୍ଣଭୂମୀ,
କର୍ମଭୂମୀ ମୋ ଧର୍ମଭୂମୀ
ପୂଣ୍ଣ୍ୟଭୂମୀ ମୋ ଜନ୍ମଭୂମି,
ଭାରତ ମୋ ମାତୃଭୂମି (୪)
ଯାହାର ପୋଥିଇତିିହାସ
ବିଶ୍ବଦରବାରେ ବନ୍ଧିତ,
ସଂସ୍କୃତି ପରମ୍ପରିା ଯାର
ରକ୍ତବିିନ୍ଦୁରେ ପ୍ରବାହିତ,
ସେତ ବୀର ଭାରତିୟ(୫)
ଚର୍ତୁଦିଗ ରେ ଚର୍ତୁଧାମ
ଗୀର୍ଜା ମସ୍ଜିତ ମନ୍ଦିର,
ସର୍ବଧର୍ମ ସମ୍ନୋନୟରେ
ବୋଲାନ୍ତି ସତ୍ୟର ବିଜୟ,
ଜନ୍ମନ୍ତି ସହସ୍ର ବୀର(୬)
ସେଇତ ଆମର ଭାରତ

ଆମେ ହେଉଛେଂ ଭାରତିୟ ।।


ଦେବାଶିଷ ସାହୁ ,କଟକ,୮୧୪୪୫୩୧୪୭୦

No comments: