:ରଜ ପର୍ବ:
ଆସି ଗଲା ରଜ
--------------------
ସବୁ ବର୍ଷ ପରି ତୁମେ
ଏଥର ଆସି ଛ ରଜ
ସେଦିନ ଓ ଆଜି ଆକାଶ ପାତାଳ
ତଫାତ ।
ଆଜି ଆଗଭଳି ସେ ମ ଉଜ ନାହିଁ
ସହଜେ ତ କରୋନା ଭୟରେ
ରଜ ଟା ଫିକା ପଡ଼ି ଯାଇ ଛି
ଆଜି ଏମିତି ସମୟ ଦେଇ
ଆମେ ଗତି କରୁଛୁ
କେମିତି ବଞ୍ଚିବା ସେଚିନ୍ତା
ମଣିଷ କିଛି ନୁହେଁ
ସବୁ ତାଙ୍କର ଇଛା
ତଥାପି ଆମେ ଆଗେଇ ବା
କରୋନା କୁ ସାଥିରେ ନେଇ
ରଜ ମ ଉଜ କୁ
କରୋନା ସାରି ଦେଲା
ପାନ ଦୋକାନ ହୋଇ ନି ଖୋଲା
ରଜ ପାନ ଖାଇବା ମନା
ମୁଁ ହରେ ଅଛି ତୁଣ୍ଡି
କରୋନା ରହିଛି ଉଣ୍ଡି।
ଭଗବାନ ତୁମେ ସହାୟ ହୁଅ
ସୃଷ୍ଟି ତୁମର ତୁମେ ରକ୍ଷା କର
ଏ ବରଷ ନ ହେଉ ରଜ
ଆର ବରଷ ବଞ୍ଚି ଥିଲେ
କରିବା ମ ଉଜ
ଘରେ ବସି ପାଳ ରଜ
କରୋନା ଯିବ ହାରି
ଚାଲିବ ଦୁନିଆ ଆଗପରି।
ଡ଼ାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର
୯୯୩୮୭୭୦୬୯୭






No comments:
Post a Comment