:: ବୃକ୍ଷ ମୋର ବନ୍ଧୁ ::
॥ ପୁରୁଣା ବନ୍ଧୁ ॥
ବୃକ୍ଷ : ଜୀବନ ର
ସ୍ୱର ॥
ପ୍ରେମ ଏବଂ ବିଶ୍ୱାସ
ମୁଁ ତା'ର ନିବିଡ଼ ସୈାନ୍ଦର୍ଯ୍ୟ ରେ
ହଜି ଯାଏ _
ତା'ର ଭଦ୍ର ଛାଇ ରେ
ଆସ_ ଆହ୍ଲାଦକର ଆଶ୍ରୟ ନେବା ॥
ହଁ_ଗଛ ଗୁଡ଼ିକ
ପ୍ରଜାପତି ର ଡେଣା
ଯେଉଁଠି ଆମେ ମାନେ
ବେଶ଼ ଖୁସିରେ_
ହଜାରେ କବିତା ଝୁଲୁ ଥାଏ
ଗଛ ର ପତ୍ର ରେ
ଶାଖା ରେ ,ଫୁଲ ରେ ।
ଏବଂ ପ୍ରତିଟି
ବିନ୍ଦୁ ରେ ।
ସତରେ_ ଗଛ
ଜୀବନ ॥
____________
ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫
No comments:
Post a Comment