ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସନ୍ତୋଷ କୁମାର ମେହେର , କଳାହାଣ୍ଡି

       :: ବୃକ୍ଷ ମୋର ଵନ୍ଧୁ ::

ଏହା ମୋ ନିଜସ୍ଵ ଲେଖା ଅଟେ ।
ଗଛ ଟି ଏ କୁ ଜନ ଟି ଏ
ସଵୁରି ମୂଳ ରେ ସେ ଟି ଏ;
ସେ ହି ମୋର ଵନ୍ଧୁ ଟି ଏ,
ସେ ହିଁ ଜୀଵନ ର ପ୍ରାଣ ଟି ଏ।।
ତେଣୁ ଵୃକ୍ଷ ରୋପଣ କରିଵା,
ଆମେ ପରିବେଶ କୁ ଆମେ ବଞ୍ଚାଇ
ସଚେତନତା କୁ ଆଗେଇ ନେବା,
ନିଜ କର୍ମ ହିଁ ନିଜେ କରିଵା
ଭଲ କାମ କଲେ ଜଗତ ଜିଣିବା ।।
               ସନ୍ତୋଷ କୁମାର ମେହେର
             ଚିଚୈଗୁଡା,ଜୁନାଗଡ଼,କଳାହାଣ୍ଡି(୭୬୬୦୧୪)

No comments: