ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ନିଲେଶ କୁମାର ଭୋଇ , ବଲାଙ୍ଗୀର

          🌷 ସମ୍ପର୍କ🌷
-------------------------------------
ସମ୍ପର୍କରେ ଗଢ଼l ହୁଏ ଶତ୍ରୁ, ମୈତ୍ରତା ,ବନ୍ଧୁ ,ପ୍ରେମ,ଭାବ, l
ସୁ-ସମ୍ପର୍କରେ ଆନନ୍ଦ ଲହରୀ ଖେଳେ, ହେ ! କଳାମlଧବ,(0)
ପ୍ରେମ ଭାବନା ଗଢ଼lହୁଏ ଏହି ଜଗତେ ସମ୍ପର୍କର ଡୋରୀରେ, l
ପ୍ରେମ, ବିନା ମଣିଷ ଛଟପଟ ହୁଏ ଏହି'ଅନିତ୍ୟସଂସାରରେ(1)
ଭଗବାନଙ୍କ ପାଖରେ ସମ୍ପର୍କ ହେଉଛି ଭକ୍ତି, ଭାବନl,ସ୍ଵଭାବ l
ଭକ୍ତି ବିନା ମୁକ୍ତି ନାହିଁ ଏହି ଏହି ଜଗତେ, ହେ ! ନୀଳମାଧବ (2)
ବିଶ୍ୱ- ସ୍ଵଭାବ,ସମ୍ପର୍କ ରହିଥାଏ ଉଦାର,ମଣିଷପଣିଆ ପାଖରେ l
ନିଚ୍ଚ ସମ୍ପର୍କ ଜାତହୁଏ କ୍ଷୁଦ୍ର ମନୋବୃତି ଯାହା ପାଖରେ (3)
କଳି-କଲିଜା ସୃଷ୍ଟି ହୋଇଥାଏ ଜନମାନସରେ କୁ-ସମ୍ପର୍କରେ, l
କୁ-ସମ୍ପର୍କ ମନରେ ବେଦନା ସୃଷ୍ଟିକରେ ହୀନ ଭାବନାରେ(4)
ସର୍ପ-ନେଉଳର ସମ୍ପର୍କଏହି ଜଗତେ ଘୋର ଶତ୍ରୁତା ଜlଣା, l
ଶତ୍ରୁ ଆଗରେ ସତ୍ୟବାଣୀ କହିଲେ ନେଇଯିବକାଳଯମ(5)
ମୂଷିକ-ନାଗସାପ'ର ସମ୍ପର୍କ ଅତି ଘନିଷ୍ଠ , ପ୍ରେମ, ଭାବନାରେ, l
ଗଣେଶ' ଶିବଙ୍କ ବାହନ ହେଲେ ପୁରାଣ ପୁସ୍ତକ ବର୍ଣ୍ଣିତକରେ(6)
ବିଶ୍ୱ ଦରବାରରେ ପୂଜିତହୁଅନ୍ତି ମହତଜନ ସମ୍ପର୍କ ହିଁ ମୂଳ, l
ସମ୍ପର୍କବିନା ମଣିଷ କୂପ-ମଣ୍ଡୁକ ସାଜିଥାଏ ହେ! ବଡ଼ଦେଉଳ (7)

ଲେଖକ :-ନିଲେଶ କୁମାର ଭୋଇ,,(ବଲାଙ୍ଗୀର) କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ର
-------------------------------------

No comments: