ମାତୃଶକ୍ତି
ସଭାଶକ୍ତି ଏକ ପ୍ରକୃତି ପୁରୁଷ
ସୃଷ୍ଟିତତ୍ତ୍ଵ ଇତିହାସେ
ତୃଣରୁ ବ୍ରହ୍ମହିଁ ମାତୃ ଶକ୍ତିମୟୀ
ବିଶ୍ଵଦନ ପ୍ରିତିପାଶେ ।।୧।।
ତ୍ରିମାତ୍ରା ଜଗତ ବ୍ରହ୍ମସୂରୂପିଣୀ
ବୋଧ ଆତ୍ମା ମଙ୍ଗଳାକ୍ଷୀ
ସକଳ ଶକ୍ତିର ଆଶ୍ରୟ ଆଧାର
ଉପାସନେ ବାରିଜାଖି ।।୨।।
ସନ୍ତାନ ବତ୍ସଳା ପ୍ରେମମୟୀ ବାଳା
ତୋଋଣ ହେବନି ସୁଟ୍
ପ୍ରଲିପ୍ତ ରୂପକୁ ଧାରଣୀୟ କଲେ
ସୁଖରେ ହୋଇବ ମାଜି।।୩।।
ମାତୃଶକ୍ତି ଧର ଈଶ୍ଵର ସମାନ
ପୋଥି ପୁରାଣ କଥାରେ
ମ୍ଳେହ ମମତାର ବାତ୍ସଲ୍ୟ ବଂଧନ
ଅଗାଧ ସାଗର ତୀରେ।।୪।।
ସର୍ବସଂଦହାରୂପେ ଅଭୟ ଦିୟୀନୀ
କରୁଣା ପିରତି ଧର
ମାଆର ପ୍ରେମରେ ଯୁଗ ଯୁଗ ପାଇଁ
ଅମୀୟ ଭକତି କରେ।।୫।।
ଜନନୀ ପ୍ରେମରେ ଆଶିଷ ମିଳଇ
ହେୟ ନଗଶ୍ୟ ନକର
ମାତୃପ୍ରିତିଧାରେ ଗାଇନିରନ୍ତରେ
ମାଆର ଆଦର କରେ।।୬।।
ମାତୃଜାତି ଆଜି ଜେରା ନିବାସରେ
ଭୋଗୁଛି ଯନ୍ତ୍ରଣାପତି
ଏଇଖଣତାର ସନ୍ତାନ ପିରତି
କରୁଣାର ପରିପତୀ।।୭।।
ନାରୀ ନିରର୍ପ୍ୟାତନା ବୃଦ୍ଧିହେତୁସିନା
ଜଗତ ଦୁଃଖର ଶୋକେ ତା'କୋଳବୈକୁଣ୍ଠ ନାରୀଦେବୀସେତ
ବୁଝି ପାରିବକି ଥାକେ ।।୮।।
ନୁହେଁ ସେ ଅବଳା ମହିମଦୁର୍ବଳା
ଜଗତ ଧ୍ଵସ କାରଣୀ
ମାତୃଜାତି ପାଦେ ପ୍ରତତି ଆନନ୍ଦେ
ସର୍ବ ଦୁଃଖ ନିବାରିଣୀ।।୯।।
ତା।୭।୬।୨୦
ଶ୍ରୀ ଅଶୋକ କୁମାର ପତି
(ସାଂବାଦିକତାରେ ସ୍ନାତକୋତ୍ତର)
ଖଙ୍କିରା: ଗଁଦିଆ: ଢେଙ୍କାନାଳ
(୭୫୯୦୧୬)
ମୋ-୬୩୭୦୬୯୫୯୨୧
No comments:
Post a Comment