ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଜୈ ମାଆ ସନ୍ତୋଷୀ - ଖୁସିରାମ ସାହୁ - କଳାହାଣ୍ଡି



🙏ଜୈ ମାଆ ସନ୍ତୋଷୀ🙏


                  

ସଂସାର ଦୁଃଖ ରେ
ହେଉ ମାଆ ଦୁଖୀ,
ସଂସାର ସୁଖ ରେ
ହେଉ ମାଆ ସୁଖୀ...
କରୁଣାମୟୀ ନା ପାଇ ତୁ
ନିରବ ରହୁଛୁ କେମିତି,
ଏଡେଇ ଦିଅ ଏ ବିପତ୍ତି
କରଯୋଡ଼ି କରେ ବିନତି......
      ଜୈ ମାଆ ସନ୍ତୋଷୀ...
             ଜୈ ମାଆ ସନ୍ତୋଷୀ...

ମାଆ ଠାରୁ ନାହିଁ
ଜଗତେ କେ ଶ୍ରେଷ୍ଠ,
ମାଆ ସତ୍ୟ ବୋଲି
ଜାଣୁ ଏ ଜଗତ...
ସାରା ବିଶ୍ୱ ଆଜି
ଖୋଜେ ମା ପଣତ,
ତୁମେ ହିଁ ଭରଷା
ଦିଅ ପ୍ରମାଣିତ...
କରି ଦୋଷ କ୍ଷମା,
ସାହା ହୁଅ ମୋ ମାଁ...
କରଯୋଡ଼ି କରେ ବିନତି......
      ଜୈ ମାଆ ସନ୍ତୋଷୀ...
              ଜୈ ମାଆ ସନ୍ତୋଷୀ...

✍️ଖୁସିରାମ ସାହୁ
  ଭବାନୀପାଟଣା (କଳାହାଣ୍ଡି)
  My Facebook id
💞ମୋ ଲେଖା ମୋ ପ୍ରେମିକା💞
                

No comments: