କୃଷକ
କୃଷି ପ୍ରଧାନ ମୋ ଭାରତ ଦେଶ ..... କୃଷକ କରେ ବାରମାସେ ଚାଷ .. ଖରା ବରଷା ଖାତିରି ନାହିଁ ... । ସାରା ବରଷ ଖଟୁଥାଇ ... ନିଜସ୍ବ ସୁଖ ଭୁଲେଇ ଦେଇ ॥
ଅକ୍ଳାନ୍ତ କରି ପରିଶ୍ରମ ରଖେ ଦେଶର ସୁନାମ କେହିପଛେ ନ ଜାନ୍ତୁ ତା ନାମ ॥
ଟାଣ ଖରାରେ ପିଠି ଫଟାଇ .... ପରିଶ୍ରମ କରେ କୃଷକ ଭାଇ ॥
ଝଡି ବରଷାରେ ନାହିଁ କାତର ...... ଚାଷପାଇଁ ଘରୁ ବାହାରେ ତରତର ॥
ଶୀତ ପ୍ରକୋମ୍ପ କୁ ନହୋଇ ଭିତ .... .. ନିସ୍ବାର୍ଥ ଭାବେ କର୍ମେ ରତ ....॥ ରକତକୁ କରି ପାଣି ..... ସୁନାଫଳାଏ ଖେତରେ ପୁଣି ॥
ନିଜ ସଂସାରକୁ ଜଳାଞ୍ଜଳି ଦେଇ .... ଅନ୍ୟର ସେ ହିତ ସାଧଇ ॥ କେତେ ଯେ ତାର ଦୁଃଖ କାହାଣୀ , କେହିପାରନ୍ତିନି ଶୁଣି ... ॥ ସରକାରଙ୍କ କେତେ ଯେ ନିତି .... କାଗଜ କଲମେ ରହିଥାଏ ଟି ॥
ଋଣ ଭାର ସହି କରେ ସେ ଚାଷ .... ସମୟ କ୍ରମେ ଅବଶ ହୁଏ .... ଋଣ ଭାର ସୁଝିନ ପାରି ପିଏ ସେ ବିଷ .... ॥ ତା ପାଇଁ ସାହାରା କେ ହି ନାହିଁ ତ ।
ମାଟି ସାଥେ ହୁଏସେ ମାଟି .... ସମସ୍ତଙ୍କୁ ଅର୍ଣ୍ଣ ଯୋଗାଏ ସେ ଖଟି ଖଟି ॥ ଶଷ୍ୟ କ୍ଷେତ କୁ କରିକର୍ମ ଭୂମି . ... ଟାଙ୍ଗରା ଭୂମିକୁ ସବୁଜ କରଈ । ହିରା ,ମୋତି ଠାରୁ ଦୂର୍ଲଭ ପସଲ ମିଳଇ ॥ କୃଷକ ଆମ ଅର୍ଣ୍ଣ ଦାତା .... ସେ ପରା ଆମ ଜୀବନ କର୍ତ୍ତା .. ... କୃଷକ ବିନୁ ଦେଶନ ଚଳଇ ... ସେ ପରା ଆମ କୃଷକ ଭାଇ ॥ < > < > > < > <
ଝିଲ୍ଲି କୁମାରୀ ସାହୁ
ବ୍ରହ୍ମପୁର , (ଗଞାମ୍)
No comments:
Post a Comment