ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଡୁଲେଶ୍ଵର ସାହୁ , କଳାହାଣ୍ଡି

   " କୃଷକ "
------------------

ଜେଠ୍ ଗଲା ପରେ ଆଏସୁତୁହି
ନାଁ ପରେ ତୋର୍ ବରଷା
ଟାକି ରହିଛେ ଚାଷୀଭାଇ ତୋର୍
ଧରମ୍ କରମ୍ କଥା ll

ଚାଷୀର୍ ବନ୍ଧୁ ହଳ ଟାକିଛେ
ମୋର୍ କେବେ ଆଏବା କାମ୍
ଚାଷ୍ ନୁ ଚାଷୀ ଭରଷା କରିଛେ
ଅଛରେ ପଢଲେ ହେବା କାମ୍ ll

ଜମି କହୁଛେ ଟାକି ରହିଛେଁ
ସୁନ୍ଦର୍ କରମି ଚାଷ
ଝକେର୍ ଆଏଲେ ଚାଷୀକେ ମୋର୍
ହୁରୁଦ୍ ନେ ଦେମିଁ ଠାନ୍ ll
------------------------------
ଡୁଲେଶ୍ଵର ସାହୁ
ରେଗଡା, କର୍ଲାମୁଣ୍ଡା, କଳାହାଣ୍ଡି
ମୋ-୭୦୭୭୩୨୭୯୩୧

No comments: