ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଡାକ୍ତର ଅଶୋକ କୁମାର ସେଠୀ , ବଲାଙ୍ଗିର

      କୃଷକ 
-----------------//
ମୁଁଣ୍ଡ ଝାଳ ତୁଣ୍ଡରେ ମାରି 
ଚାଷକରେ ଲଙ୍ଗଳ ଧରି
ଦୁଖ କଷ୍ଟସହି କର ଇ ଚାଷ 
ମଳି ମୁଁ ଣ୍ଡିଆ ତାର ବେଶ 
ବନ୍ୟା  ବାତ୍ୟା ମରୁଡି
ଜୀବନ ଦିଏ ବିଗାଡି
ହୁଏ ନାହିଁ ସେ ହତାସ
ସବୁ ଜ କ୍ଷେତ ଆଣ ଇ ହସ

ଖାଏ ସେ ବାସି ପଖାଳ
ଚାଷ କାମ ତା ସମ୍ବଳ
ଚାଷ ତର ତର ବଣିଜ ମଠ
ଗଡାଏ ଲୁହ ଉଜୁଡା କ୍ଷେତ
ଜାଣେନା ସେ କପଟ ଛନ୍ଦ
କରେନା    କେଭେଁ କଳହ ଦ୍ୱନ୍ଦ
କୃଷକ ଦିଏ ଆହାର 
ତା ପାଦ ତଳେ ଜୁହାର ।
ଚାଷକାମ ଯାହାର 
ସତେ ଦୁଖ ତାହାର ।
କୃଷକ ଅବା ସୈନିକ 
ସଚ୍ଚା ଦେଶ ସେବକ ।

ଡାକ୍ତର ଅଶୋକ କୁମାର ସେଠୀ 
ଆଠଗଡ
ବଲାଙ୍ଗିର

No comments: