:: ବୃକ୍ଷ ମୋର ବନ୍ଧୁ::
ଅଟଇ ସେ ଆମ ଜୀବନୟ ବନ୍ଧୁ
ନାମ ତାର ଭିନ୍ନ ଭିନ୍ନ
କିଏ କହୁଥାଏ ବୃକ୍ଷ ସିଏ ବୋଲି
କିଏ ତୋ ତରୁଣୀ ଜାଣ
ପ୍ରତି ନିଶ୍ବାସ ରେ ଅମାରି ଭିତରେ
ହେଉଥାଏ ଆତଯାତ
ଯଦି ନା ପଶିଲେ ଆମରି ଭିତରେ
ପ୍ରାଣ ଆମ ଆତଙ୍କିତ
ଆଜିର ଦିନରେ ବନ୍ଧୁ ଟିଏ ଭାବି
ରୋପିବା ଗୋଟିଏ ଚାରା
ଛୋଟ ଠାରୁ ବଡ଼ କରି ଯତ୍ନବାନ
ପାଇବା ମୁକତି ପରା
ହେଲେ ଦିନେ ବଡ଼ ଛୋଟ ସେହି ବୃକ୍ଷ
ଦେବ ଫଳ, ଫୁଲ,ଛାଇ
ତାହାରି ମୂଳରେ ତାହାରି ଡାଲରେ
ପ୍ରାଣୀ ପୁଣି ପାଏ ଶାନ୍ତି
ଆସ ଆମେ ସବୁ ଲଗାଇବା ବୃକ୍ଷ
କରିବା ଜଙ୍ଗଲ ସୃଷ୍ଟି
ଜନମେ ମରଣେ ଖରା ବରଷାରେ
ହେବ ସେ ଆମରି ସାଥି
ନାମ-ନୀଳାମ୍ବର ମହାନନ୍ଦ
ଆମ୍ବଗୁଡା,ଗୋଲାମୁଣ୍ଡା,କଳାହାଣ୍ଡି
ମୋ:- ୯୩୪୪୨୦୪୫୦୯
No comments:
Post a Comment