ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଶୈଳବାଳା ଷଡ଼ଙ୍ଗୀ , ସୁନ୍ଦରଗଡ଼

 **** ବୃକ୍ଷ ମୋର ବନ୍ଧୁ ***

ବୃକ୍ଷ ହିଁ ଆମର ସଦା ସର୍ବଦା ବନ୍ଧୁ ।।
କାହିଁକି ନା .........?
ସେ ଦୁଃଖ ର ସାଥୀ
ସେ ସୁଖର ସାଥୀ । (୩)
ପ୍ରକୃତି ରାଣୀ ର ସେ ରାଜଜେମା
ସୁନ୍ଦରତାରେ ନାହିଁ ତା କଳନା । (୪)
ଯେତେ ବି କହିଲେ ହୋଇବ କମ୍
ରୂପ ଚାହାଣୀରେ କରେ ସେ ମନୋରଞ୍ଜନ । (୫)
ବଞ୍ଚାଇ ଥାଏ ସଭିଙ୍କୁ ଅମ୍ଳଜାନ ଦେଇ
ଖାଦ୍ୟ,ବସ୍ତ୍ର ,ଜଳ ତା' ଲାଗି ମିଳଇ । (୬)
ପ୍ରାଣୀ,ଜୀବ ଯେତେ ଅଛି ଏ ସଂସାରେ
ସଭିଙ୍କୁ ସେ ବନ୍ଧୁ ହୋଇ ନିଏ କୋଳରେ । (୬)
ଆମର କର୍ତ୍ତବ୍ୟ ଆମେ ନିଜେ କରିବା
ବୃକ୍ଷର ବଂଶକୁ ଆମେ ସୁରକ୍ଷା ଦେବା ।(୫)
ବୃକ୍ଷ ହିଁ ବଞ୍ଚିଲେ ଆମେ ହିଁ ବଞ୍ଚୁ
ବନ୍ଧୁର ଋଣକୁ ସୁଝିବା ହୋଇ ତା ବନ୍ଧୁ ।(୬)
କାହିଁକି ନା ...............?
ବୃକ୍ଷ ହିଁ ଆମର ସଦା ସର୍ବଦା ବନ୍ଧୁ  ।।

ଶୈଳବାଳା ଷଡ଼ଙ୍ଗୀ
ଲେଖିକା, ସମାଜସେବୀ, ଛାତ୍ରୀ
ଠିକଣା:- ସେକ୍ଟର - ୨୧ , କ୍ୱାଟର ନଂ - ବି/୨୫୪
ରାଉରକେଲା:- ୭୬୯୦୦୧
ଜିଲ୍ଲା:- ସୁନ୍ଦରଗଡ଼
ରାଜ୍ୟ:- ଓଡ଼ିଶା
ଫୋନ:- ୯୦୪୦୧୧୮୫୫୨
ଇ-ମେଲ:- sailabalasarangi9040@gmail.com

No comments: