:: କାର୍ଗିଲ୍ ବିଜୟ ଦିବସ ::
ଭାରତ ମାତାର ବୀର ଜବାନ
କରେ ଶତକୋଟୀ ନମନ
ଏ ମାଟି ମା ର ସୁରକ୍ଷା ପାଇଁ କି
ହରାଇଲ କେତେ ଜୀଵନ(0)
ଆତଙ୍କବାଦୀ ର ଦେଶ ପାକିସ୍ତାନ
ଯେତେଥର କରିଛି ରଣ
ପଛ ଘୁଞ୍ଚା ଦେଇ ପଳାଇ ଯାଇଛି
ରହିଛି ତା ଉଦାହରଣ (1)
ଭରତ ମାଟିକୁ ଦଖଲ କରିବା
ଚାହିଁଥିଲା ପାକିସ୍ତାନ
କାର୍ଗିଲ ମନ୍ଧ୍ୟେ ଲୁଚାଇ ଲୁଚାଇ
ଛ।ଡୁଥିଲା ତାର ସୈନ୍ୟ(2)
ଉଣେଇଶି ଶହ ଅନେଶ୍ଵତ ମସିହା
ଜୁଲାଇ ଛବିଶ ଦିନ
ଉଡିଲା ତ୍ରିରଙ୍ଗ। କ।ର୍ଗିଲ୍ ଘ।ଟେ
ବିଜୟର କିର୍ତିମାନ(3)
କ।ର୍ଗିଲ୍ ବିଜୟ ଦିବସ ରୁପେ
ଜୁଲାଇ ଛବିଶ ଦିନ
ଶହିଦ୍ ମାନଙ୍କୁ କୋଟିଏ ପ୍ରଣାମ
ପ।ଳୁଅଛି ହିନ୍ଦୁସ୍ତାନ(4)
******(***********************
ଶରତ କୁମାର ମିଶ୍ର
ଭୁତ୍ ପୂର୍ବ ସୈନିକ
ବେଗୁନିଆ, ଖୋର୍ଦ୍ଧା
ପିନ୍-752062
No comments:
Post a Comment