::ଭାରତ ଆମ ମା ::
------=--------=------
ଭାରତ ଆମ ମା
ତାରି ବିଲ ସବୁଜ ବନ
ପାଖକୁ ଡାକେ ଆ...
ତା ଛୁଆଁ ରେ ପୁଲକ ଅଛି
ତା ହୃଦୟେ ପ୍ରେମ
ତାରି ପାଇଁ ପାଇଛୁ ନୂଆ ରାହା...
ରହିବା ପାଇଁ ଦେଇଛି ସ୍ଥାନ
ଚଳିବା ପାଇଁ ଜଙ୍ଗଲ ନଇ ଝରଣା
ଏକା ଭାରତ ସାହା...
ତାରି କୋଳେ ଗଢି ଉଠିଛି
ସହର ମଫସଲ ଗାଁ
ଦେଇଛି ଏକ ପରିଚୟ ଦେଇଛି ଏକ ନାଁ...
ତା କୋଳରେ
କାନ୍ଦିଛି କୁଆଁ କୁଆଁ
ନିରବୀ ଯିବି ଦିନେ
ନିଜର ଭାବି ଆଦରି ନେବ
ସିଏ ତ ଆମ ମା..... ll
ବିଚିତ୍ରାନନ୍ଦ ଜେନା
ସେଣ୍ଡତୀରା, ବନ୍ତ, ଭଦ୍ରକ
9438466017






No comments:
Post a Comment