ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଦେଶ ଭାରତ - ଡ଼ାକ୍ତର ଅଶୋକ କୁମାର ସେଠୀ , ବଲାଙ୍ଗୀର

  ମୋ ଦେଶ ଭାରତ

----------------------
କାଶ୍ମୀର ଠାରୁ କନ୍ୟା କୁମାରୀ
ସାରା  ଭାରତ ବର୍ଷ ଆମରି

ହିନ୍ଦୁ ମୁସଲିମି ଶିଖ ଇଶାଇ
ଆମେ ସବୁ ଭାଈ ଭାଈ
କୃଷକ ଅବା ସୈନିକ
ରଖିବୁ ମାତୃଭୂମି ର ଟେକ

ଅନେକ ଭାଷା ଅନେକ ଜାତି
ତଥାପି ଆମେ ଭାରତବାସୀ
ଜୀବନ କୁ ଲଗାଇ ବାଜି
ରକତ ଦେବୁ ସୈନିକ ସାଜି
ଆମେ ଗଢିବୁ ସୁନାର ଭାରତ
ଭଲ କାମ କରି ରଖିବୁ ମହତ
ଏମାଟି ତପସ୍ୟା ର ତପୋବନ
ତାସେବାରେ ଯାଉ ଜୀବନ

ଡ଼ାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର

୯୯୩୮୭୭୦୬୯୭

No comments: