ରଜପର୍ବ
ତା-15.06.2020
••••••••••••••••••••••••••
ଓଡିଶାର ପ୍ରମୁଖ ପର୍ବ ରଜ
ବାଳିକାମାନେ ହୁଅନ୍ତି ସଜ।
ଆଷାଢ ମାସରେ ହୁଏ ପର୍ବ
ଝିଅପିଳାମାନଙ୍କ ମୁଖ୍ୟ ପର୍ବ।
ସମସ୍ତେ ଏକାଠି ଆସନ୍ତି ମେଳି
ଆମ୍ବତୋଟାରେ ଦୋଳି ଖେଳି।
ନୂଆ ବେଷଭୂଷା ପିନ୍ଧନ୍ତି
ରାଜରାଣୀ ବେଷ ଧରନ୍ତି
କୁଆଁରି କନ୍ୟା ସାଜନ୍ତି।
ଆକାଶ ଦେଳା ମାଟିକୁ ପାଣି
ମାଟିମା ହେଳେ ଠାଣି।
ମାଟିମା ର ସୁଗନ୍ଧ
ଭରିଯାଏ ମନ ଉତ୍କଣ୍ଠ।
କୃଷକ ଭାଇ କ୍ଷେତକୁ ଯାଏ
ଚାଷକାମରେ ମନ ବଳାଏ।
ରଜ ସରିଳେ ମଞ୍ଜି ବୁଣନ୍ତି
ତା'ପୂର୍ବରୁ ହୁଏ ସଂକ୍ରାନ୍ତି।
ଆସରେ ସଙ୍ଗାତ ଦୋଳି ଝୁଳିବା
ମନ ଉଲ୍ଲାସେ ଗୀତ ଗାଇବା।
ଆରିସା କାକରା ପିଠା
କ୍ଷିରି ପୁରି କେତେ ମିଠା।
କାହାରି ମନରେ ନଥାଉ ଦୁଃଖ
ଆଜିର ଏହି ରଜରେ ମିଳୁ ସୁଖ।
ଝରଣା ଧରୁଆ
ଖୁଣ୍ଟିଆ, କୋକସରା
କଳାହାଣ୍ଡି






No comments:
Post a Comment