●●●( ଗୁରୁ ହିଁ ଇଶ୍ବର )
କହୁଛି ପିଲେ ଶୁଣରେ ଶୁଣ
କଥାର ଏହି ମଞ୍ଜି
ଦ୍ୱିତୀୟ ଭଗବାନ ଅଟନ୍ତି
ଆମ ପାଇଁ ଗୁରୁଜୀ.
ତାଙ୍କରି ପାଇଁ ଏହି ଜୀବନ
ହୋଇଛି ଆଲୋକିତ
ତାଙ୍କ ଚରଣେ ରହିଛି ଭରି
ସବୁ ସକଳ ତୀର୍ଥ.
ଜୀବନେ ଆମେ ବଡ଼ ହୁଅନ୍ତି
ତାଙ୍କରି ଶିକ୍ଷା ପାଇ
ଆମ ଜ୍ଞାନ ର ବିକାଶ ହୁଏ
ଦେଶ ବିଦେଶ ଯାଇ.
ଗୁରୁଜୀ କଥା ମାନିଲେ
ହେବାରେ ବଡ଼ ଚାଟ
ଭଲ ମଣିଷ ହେବା
ପଢିଲେ ଭଲ ପାଠ.. l
ବିଚିତ୍ରାନନ୍ଦ ଜେନା
ସେଣ୍ଡତୀରା, ବନ୍ତ, ଭଦ୍ରକ
9438466017






No comments:
Post a Comment