ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ ହିଁ ଈଶ୍ୱର - ଡାକ୍ତର ଅଶୋକ କୁମାର ସେଠୀ,ବଲାଙ୍ଗୀର



ଗୁରୁ ହିଁ ଇଶ୍ୱର
------------------
ଗୁରୁ ଙ୍କୁ ନ ମଣିବ ନର
ଗୁରୁ ସାକ୍ଷାତ ଇଶ୍ୱର

ଗୁରୁ ବିନା ନାହିଁ କାର୍ଯ୍ୟ ସିଦ୍ଧି
ଗୁରୁ ବିନା ନାହିଁ ମୁକ୍ତି

ଗୁରୁ ଆଜ୍ଞା ମାନେ ଯିଏ
ବିଜ୍ଞ ଜନ ଅଟେ ସିଏ

ଗୁରୁ ପ୍ରତି ମା ପୁଜା କରି
ଏକ ଲବ୍ୟ ଅର୍ଜୁନ କୁ ଗଲା ବଳି

ମିଥ୍ୟା କହି ବିଦ୍ୟା ଲଭି
କଣ୍ଣ ଗଲା ସବୁ ଭୁଲି

ଗୁରୁ ପୟରେ କର ଭକ୍ତି
ତାଙ୍କ ବିନା ନାହିଁ ଗତି
ଗୁରୁ ହିଁ ଆମ ଇଶ୍ୱର
ପୁଜ ତାଙ୍କ ପୟର

ଡାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର

ମୋ ୯୯୩୮୭୭୦୬୯୭

No comments: