ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ଜ୍ୟୋତି ଶଙ୍କର ପଣ୍ଡା , ମୟୁରଭଞ୍ଜ


ନାରୀ ପରେ ମୁଁ କିବା
ଲେଖିବି କବିତା
ଏମିତି ଗୀତଟିଏ ମୁହିଁ
ଯା'ର ରଚୟିତା ଜଣେ ନାରୀ
ସେ ମାଆ
ଯା'ର ଗାୟିକା ଜଣେ‌ ନାରୀ
ସେ ଜାୟା ।
ଯା' ସହ ଲିଖିତ ଆନ ଏକ ଗୀତ
ମଧ୍ୟ ଜଣେ ନାରୀ
ସେ ଭଗିନୀ
ନାରୀ ହିଁ ତ ପୃଥିବୀର ଜୀବନୀ
ହତାଶ ଜୀବନେ ସେ ଭରିପାରେ
ନବୀନ ଆଶା
କେବଳ ଏତିକି ନାରୀର ପରିଭାଷା ।


ଯୁବ କବି ଜ୍ୟୋତି ଶଙ୍କର ପଣ୍ଡା
ଶରତ, ମୟୂରଭଞ୍ଜ
ମୋ : ୯୪୩୮୦୫୯୪୬୫

No comments: