ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଆଶୁ କବି ହେମନ୍ତ ଦାଶ , ବଲାଙ୍ଗିର

      ---- ରାକ୍ଷୀ -----

ଚିକ୍'ମିକ୍ ସୁତା ଧାରେ ନାଇଁସେ ଗୋ
ଇଟା ତ ପେରେମର୍ ଡୋର୍,
ରାଖି ପୁନି ଦିନ ବାଧିଁଦେମି ଦଦା
ମନେ ଅଛେ ମର୍ ସୋର୍।

ମହାଦାନି ବଲି ରଜାର୍ ହାତେ ଯେନ୍ତା
ବାଁଧିଥିଲେ ରାଖି ସୁତା,
ତମର୍ ହାତେ ହେନ୍ତା ବାଧିଁ ଦେମି ମୁଇଁ
ଦଉଛେଁ ତମକେ କଥା।

ସଖା କୁଷ୍ଟଁ କେ ଶାଢି ଚିରିକରି
ବାଁଧିଥିଲେ ପନତ୍ କାନି,
କୁରୁସଭା ତଲେ କୁଟି ବସ୍ତର୍ ଦେଲେ
ପାଞ୍ଚାଳିର୍ ମନ୍ ଜାନି।

ଭାଏ ବହେନର୍ ପେରେମର୍ ଝର୍
ଝରୁଥଉ ସବୁ ଦିନ୍,
ରାଖି ଥଉ ସାଖି ସମିଆଁ କେ ଯୁଖି
ନାଇଁ ହଉଁ କେଭେ ଭିନ୍।

ବଜର୍ ଲେଖେନ୍ ବର୍'କସ୍ ହଉ
ତମର୍ ଦୁଇଟା ବାହା,
ଡାକ୍ ଦେଲେ ଦଦା ନରଧି ଆଏବ
ବିପଦେ ହେବଗୋ ସାହା।
<<<>>>===0===<<<>>>

 ନାମ-ଆଶୁକବି ହେମନ୍ତ ଦାଶ 
ସଂପାଦକ "ନିଷାନ" ଓ ସମ୍ବାଦ ସଂପାଦକ ସାହିତ୍ୟ ଘର, ଗୁଡଭେଲା ବ୍ଲକ, ବଲାଙ୍ଗିର

ମୋ-୯୯୩୭୬୮୮୫୫୧

No comments: