ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସୁଶ୍ରୀ ପ୍ରମିଳା ସିଂ , କଟକ


        ***** ରାକ୍ଷୀ ***
ରାକ୍ଷୀର ଅନ୍ୟନାମ ରକ୍ଷା ବନ୍ଧନ
ରାକ୍ଷୀ ସୂତା ଖଣ୍ଡିଏ ଭାଇ ପାଇଁ ବହୁତ ମୂଲ୍ୟବାନ
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ
ଭାଇକୁ ଦେଖି ଭଉଣୀର ଖୁସି ହୁଏ ମନ
ଭାଇ,ଭଉଣୀର ହୁଏ ସୁମଧୁ ମିଳନ
ଭାଇ ପାଏ ତା ଭଉଣୀ ଠାରୁ ଶ୍ରେଷ୍ଠ ସମ୍ମାନ
ଭାଇଠାରୁ ପାଇବାକୁ ଉପହାର ଭଉଣୀ ଦେଖୁଥାଏ ସପନ
ଭଉଣୀ ପାଇଁ ତା ଭାଇ କୋଟିଏ ଟଙ୍କାର ଧନ
ପ୍ରମାଣ ଓଡ଼ିଆ ଘରର ପବିତ୍ର ପର୍ବ ରାକ୍ଷୀ ବନ୍ଧନ ।

ସୁଶ୍ରୀ ପ୍ରମିଳା ସିଂ
ଛତିଆ,ମାହାଙ୍ଗା,କଟକ

No comments: