--- ରାକ୍ଷୀ --
****
ବରଷକେ ଥରେ ରାକ୍ଷୀ ଆସେ,
ଭକ୍ତି, ସ୍ନେହ ,ବିଶ୍ବାସ କୁ ଜାବୁଡ଼ି ଧରେ।
ଅନନ୍ତ ପ୍ରେମ ର ପ୍ରତିକ ରାକ୍ଷୀ,
ବାନ୍ଧି ହାତେ ବଢାଏ ପ୍ରୀତି।
ଭାଇ ଭଉଣୀ ର ପ୍ରେମ ବନ୍ଧନ,
ରାକ୍ଷୀ ରୂପେ ଦିଏ ସମ୍ମାନ।
ଭାବ ବନ୍ଧନ ରେ ବାନ୍ଧି ପକାଏ,
ରାକ୍ଷୀ ସବୁବେଳେ ମନରେ ଥାଏ।
ସମ୍ପର୍କ ଡୋରି ରାକ୍ଷୀ ପ୍ରତିକ ,
ଭାଇ ଭଉଣୀ ର ଅତୁଟ ରକ୍ଷକ।
ଭାଇ ହାତରେ ରାକ୍ଷୀ ବାନ୍ଧିଲେ,
ଭଉଣୀ ମନରେ ଖୁସି ଚହଟେ।
ରକ୍ଷୀ ରେ ଥାଏ ପ୍ରେମ ପବିତ୍ର ,
ଭାଇ ଭଉଣୀ ବଢାଏ ମହତ୍ତ୍ୱ।
ସାରଦା ପ୍ରସାଦ ଆଚାର୍ଯ୍ୟ
ଯୋଡା -କେନ୍ଦୁଝର
ଖୋର୍ଦ୍ଧା
୯୪୩୭୬୧୧୮୯୧
No comments:
Post a Comment