ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ମାନସ ରଞ୍ଜନ ଦାଶ , କଟକ

      - - - ରାକ୍ଷୀ -----

     ରେଶମୀ ଡୋରି ନୁହଁ
ପ୍ରୀତିର ବଂଧନ ଅଟେ  ସେ
ମନେପକାଇଦିଏ ସିଏ
ଭାଇଲୋ ଆଗେ ସୁରକ୍ଷିତ ରହ
ଆହା ପଦେ କହି ଛିଡା ହବୁ ନିଶ୍ଚେ
ମୁଁ ତତେ ଦରକାର କଲା ବେଳେ ତ।
&&&&&&&&&&&&&&&&&

ମାନସ ରଞ୍ଜନ ଦାଶ
କଣ୍ଟାସାହି, ଶିଶୁଆ, ସାଲେପୁର, କଟକ

No comments: