"କୃଷକ "
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ଗ୍ରୀଷ୍ମର ପ୍ରଚଣ୍ତ ଉତ୍ତାପ
ମାଘର ହାଡ ଭଙ୍ଗା ଶୀତ
ବର୍ଷାରଶ୍ରାବଣରଧାରା
ଜୀବନର ପ୍ରତିଟି ମୁହୂର୍ତ୍ତ
ଲେଲିହାନ ଶିଖାପରି
ନିତିଜଳେ ପ୍ରଜ୍ଜଳିତ ା
ଲହୁଲୁହାଣ ହୋଇ
ବହେଶ୍ଯେଦଗ୍ରନ୍ଥି ଉଷ୍ମ ଘର୍ମଦେଇ
ତା'ପାଇଁ ଦିନରାତି ଖରାବର୍ଷା
ଶୀତକାକର ସବୁସମାନ
ଯେଅଟଇ ା
ମଣିଷର ଉତ୍ତମ ସ୍ବାସ୍ଥ୍ୟ ପାଇଁ
ନିତିଯେ ଭାବଇ ା
ପରିଶ୍ରମରଫଳ ତାକୁ
କେବେ ନମିଳଇ
ମାଟିସହିତ ମାଟି ହୋଇ
ଦିନରାତି ଯେ ଖଟଇ ା
ଅଦିନ ଅବେଳରେ
ଅର୍ଥର ଅନାଟନରେ
ଜୀବନ ଯୀଦ୍ଧରେ
ହାରିଯାଇ ଶେଷରେ
ଆତ୍ମହତ୍ୟାକୁ
ଶ୍ରେୟ ଯେ ମଣଇ
ସେ ଆମ ପ୍ରିୟ କ୍ରୁଷକଭାଇ
ଶୁଣଆହେ କ୍ରୁଷକଭାଇଗଣ
କରେ ମିନତୀ ନିବେଦନ
ଆସିଛି ବରଷା ମନେଦେଇ
ନୂତନଆଶା ବସୁଧା ଆଜି
ଆନନ୍ଦିତ ତନୁମନପୁଲକିତ
ଆଣି ଛି ନୂଆନୂଆ ବିଜରପସରା
ହସିଉଠିବସୁନାର ଫସଲ ଓଡିଶାସାରା ା
ହେଳାନକର ଧରଳଙ୍ଗଳଗାର
ବାହାରକର ଯାନ୍ରିକ ଟ୍ରାକ୍ଟର
ଆନନ୍ଦମନରେ ସଜାଡହେ
ନିଜଖେତବିଲ ସମୟ
ଅତିବହୁମୂଲ୍ଯ ଶଅଳ ଘରଠୁ ବାହର
ପ୍ରଭୁ ଇଶ୍ବର କରି ବେସୁରକ୍ଷା
ମନରେ କେବେ ନଚିନ୍ତହେ
କରିବାକୁ ଆତ୍ମହତ୍ୟା ା
ଶୋଭାଗିନୀ ନନ୍ଦ
ଜୟପୁର (କୋରାପୁଟ)
ମୋ:୮୭୬୩୮୧୧୧୮୨
No comments:
Post a Comment