ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଡ଼ାକ୍ତର ଅଶୋକ କୁମାର ସେଠୀ , ବଲାଙ୍ଗିର

        ---- ରାକ୍ଷୀ ----

ଫୁଲ ସଙ୍ଗେ ଫୁଲ ହୋଇ
ଭାଈ ସାଙ୍ଗେ ଗେଲ ହୋଇ
ଫୁଲେଇ ଭ ଉଣୀ ମୋ ର
ବାନ୍ଧି ବ ରାକ୍ଷୀ ହସି ବ ମୁରୁକି

ଦହି ଭିତରେ ମହି
ସ୦ସାର ଭିତରେ ଭାଇ
ଦୋଳି ହୁଏ କଟ ମଟ
ଭାଇ ହାତରେ ରାଖୀ
ଜଗନ୍ନାଥ ତୁମେ ସାଖୀ

ରାକ୍ଷୀ ନୁହେଁ ସେତ 
ରେଶମ ଡୋରି
ସମ୍ପର୍କ ର ସେତୁ
ରଖେ ମଜଭୁତ କରି।
ଭାଇ ଭ ଉଣୀ 
କହ କାହାଣୀ
ଆମେ ରହିବା
ହସି ହସି ସବୁବେଳେ
ଶୁଭ ସନାସୀ

ଡ଼ାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର

No comments: