"ରାକ୍ଷୀ "
‐‐‐‐‐‐‐‐‐‐‐‐‐‐‐‐‐‐‐
ରାକ୍ଷୀର ଜନମ
କେଉଁ କାଳରୁ
ଭାଇଭଉଣୀର
ପ୍ରେମରବନ୍ଧନ
ମାତାଗରଭରୁ ା
ଭାଇରଦରଦେ
ଭଉଣୀର
ହ୍ରୁଦୟକାନ୍ଦେ
ଭାଇକୁକଷ୍ଟ ହେଲେ
ଭଉଣୀକୁ ବାଧେ ା
ରାକ୍ଷୀନୁହ ଏକ
ଛୋଟିଆ ସୁତା
ଭାଇ ଭଉଣୀକଂ
ପ୍ରେମର ବନ୍ଧନ
କୁବାନ୍ଧିଛି ଭାଗ୍ୟବିଧାତା
କେତେ ଉଦାହରଣ
କେତେ ଗୀତି କଥା
ହୋଇଛିଲେଖା ା
ଖାଲିତ ନୁହେଁ ରକତ ସମ୍ପର୍କ
ଭାଇଭଉଣୀର ପ୍ରେମର ସମ୍ପର୍କ
ପୁରାଣେ ଲିଖିତ ତାହାକୁ ପାଳେ
ଆମଏ ଗୋଷ୍ଠି ସମାଜ ା
ଦେଖିବାଯଦି
ମହାଭାରତେ
ଶ୍ରୀକ୍ରୁଷ୍ଣ ସୁଭଦ୍ରା
ଭାଇଭଉଣୀକଂ
ପବିତ୍ର ପ୍ରେମ
ଦ୍ରୋପଦୀ ଶ୍ରୀକ୍ରୁଷ୍ଣ
କଂ ପ୍ରେମ
ତା'ଠୁନୁହେତ କମ ା
ଭାଇ ଭଉଣୀକଂ ପ୍ରେମ
ଅଟେ ଅନାବିଳ କେବେ
ନଲଗାଅ କଳକଂ ନକର
ବଦନାମ ସେତ ପବିତ୍ରବନ୍ଧନ ା
ଶୋଭାଗିନୀ ନନ୍ଦ
ଜୟପୁର{କୋରାପୁଟ}
ମୋ:୮୭୬୩୮୧୧୧୮୨
No comments:
Post a Comment