ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ , ରାୟଗଡ଼ା

   ----- ରାକ୍ଷୀ ---

ରାକ୍ଷୀ:
ଜୀବନ କୁ ନିବିଡ଼ କରେ
ଭାଇ ଭଉଣୀ ର॥
ଗଭୀର ଉଚ୍ଛ୍ୱାସ ର ପର୍ବ
         ରାକ୍ଷୀ ॥
ମଧୁମୟ ଗୀତ ଶୁଭୁ ଥାଏ
      ହୃଦୟ ର କୋଣ ରୁ
ରାକ୍ଷୀ: ଜହ୍ନରାତି ର
ସୁମଧୁର ଶ୍ରାବଣ
ଆବେଗ ର ପ୍ରଲେପ ରେ
ଛନ୍ଦାୟିତ ହେଉ ଥାଏ
       ପ୍ରାଣ ।
ସଂପର୍କ ରେ ପୁଣି ଥରେ
      ସ୍ନିଗ୍ଧ ପ୍ରଲେପ
ପ୍ରତି ବରଷ ରେ
ରାକ୍ଷୀ :
ଆଉ ଟିକେ ପାଖେଇ ଯିବାର
   ସୁନ୍ଦର ଅନୁରାଗ ।
        _______

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫

No comments: