ଜନନୀ ଜନ୍ମଭୂମିଶ୍ଚ:-
ଭୌଗଳିକ ସୀମାରେଖା
ରଚିଯାଉ ଯେତବା ବିଲୟ
ସଂସ୍କୃତିର ବିକାଶରେ
ସଭ୍ଯତାର ନୂଅା ପରିଚୟ
ଅାଦି ଅନାଦି କାଳର
ଏ ସଂସ୍କୃତି ଦେବୋପମ ବେଦସଂରଚିତ
ଅାସସବୁ ଅାମେ ଯେତେ
ଜାଗ୍ରତ ପ୍ରହରୀ
ଏ ଜାତିର ଉତ୍ତର ଦାୟାଦ
ଅାସୁଝଡ ଅାସୁଯେତେ
ମୋହମାୟା
ମିଛ ଅାକର୍ଷଣ
ଭୁଲିବାନି ସଂସ୍କୃତିକୁ
ଏ ମାଟିର ଅତ୍ମା
ସିଏ ପରା ଏ ମାଟିର ପ୍ରାଣ
ଧର୍ମ ଅାମ ସନାତନ
ଶିକ୍ଷା ଏ ଯେ
ଜଗତକୁ ଭଲମନ୍ଦ ବାଡ
କର୍ତ୍ତବ୍ଯ ଅକର୍ତ୍ତବ୍ଯର
ବଢାଏ ଯେ
ନୂଅାନୂଅା ସଂକଳ୍ପର ପାଠ
ସତ୍ଯଧର୍ମ ନ୍ଯାୟର ଯେ
ଗାଏ ସଦା
ବିଜୟର ଅମର ଗୀତିକା
ତ୍ଯାଗ ଅହିଂସାର ବଳ
ଏ ମାଟିର ଧ୍ଯେୟ ବାକ୍ଯ
ଜୀବନ ନାଟିକା
ସାରା ଜଗତର ରାଣୀ
ମାଅା ଅାମ
ଜନ୍ମଭୂମି ସରଗଠୁ ବଡ
ସାର୍ଥକ ହୋଇବ ଜନ୍ମ
ତା ସୁରକ୍ଷା ପାଇଁ
ମରି ପୁଣି
ଲଭିବୁ ବା ଯଦି ତାରକୋଳ
llଅଭିଷେକ ବେହେରାll ଯୋଗାଯୋଗ-୯୫୮୩୮୯୯୪୮୦
ବାରିପଦା,ମୟୁରଭଞ୍ଜ
No comments:
Post a Comment