ମୋ ଜନ୍ମଭୂମି
--------------------------
ଇ ମାଟି ମୁଇଁ ଜନମ୍ ହେଇଛେଁ
ଇ ମାଟି ମୋର୍ ମାଆ
ମାଟିନେ ଜୀବନ୍ ମାଟିନେ ମରନ୍
ମାଟିନେ ମୋର୍ ନାଆଁ ।।
ମାଟିର୍ ମୁନୁଷ୍ ମାଟିର୍ କଥାକେ
କେନ୍ତା ଭୁଲମି ମୁଇଁ
ଚନ୍ଦନ୍ ବାଗିର୍ ଧୁଇଲ୍ କେ ତାର୍
କପାଲେ ମାଖିଛେ ମୁଇଁ ।।
ମାଆ ମାଟିର୍ ପାଏନ୍ ପବନ୍
ମୋର୍ ଦେହର୍ ରକତ୍
ଅରନ୍ ଦେଉଛେ ମୁହୁଁକେ ମୋର୍
ଦେହେ ଦେଉଛେ ଶକତ୍ ।।
ହିଁସା ଅହଁକାର୍ ନାଇନ ଇନେ
ସଭେ ନିଜର୍ ନିଜର୍
ଭାବର୍ ବନ୍ଧନେ ବାନ୍ଧି ହେଇଛନ୍
ଗାଇ ସ୍ନେହର୍ ମଂତର୍ ।।
ଧଏନ୍ ଧଏନ୍ ଜନମ୍ ଭୁଇଁ
ଧଏନ୍ ତୋର୍ ଲୀଲା
ତୋର୍ ଲାଗିତ ସୁଖେ ଜିଉଁଛେ
ତୋର୍ ପରୁଆଁ ପିଲା ।।
ଡୁଲେଶ୍ଵର ସାହୁ ରେଗଡା,କର୍ଲାମୁଣ୍ଡା,କଳାହାଣ୍ଡି
ମୋ-7077327931
-----------------------------
No comments:
Post a Comment