ମୋ ଜନ୍ମ ଭୁମି
-------------
ଯାହାର ମାଟିରେ ଜନମ ମୋର
ସେହି ମୋ ପ୍ରୀୟ ଜନମ ଭୁମି
ତାକୋଳେ ଜନମି ଜୀବନ ଧନ୍ୟ
ଜୀବନ ଦେଇ ରଖିବି ମାନ
ମମତା ମୟୀ ସେ ଗଢ଼ି ଛି ମୋତେ
ପାଣି ପବନ ସହାୟ ଚଲା ପଥେ
ଅନେକ ଭାଷା ଅନେକ ଜାତି
ତଥାପି ଆମେ ଭାରତ ବାସୀ
ସ୦ସ୍କାରି କରି ବଡ କରି ଅଛି
ଶାନ୍ତି ମୈତ୍ରୀ ପ୍ରୀତି ଶିଖାଇଛି
ଯଶ କୀର୍ତ୍ତି ବ ଇଭବ ତାର
ରଖିବା କରି ସଦା ଅମର
ଶତ୍ରୁ କବଳୁ ରଖିବା ଦେଇ ଜୀବନ
ଭଲ କାମ କରିବା ମାଟି କୁ ମହାନ
ଡ଼ାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର
୯୯୩୮୭୭୦୬୯୭
No comments:
Post a Comment