:: ସମ୍ପର୍କ ::
ସଂପର୍କ
କାହିକିଁ ତୁମେ ମୋତେ ଏତେ ଭଲ ପାଅ
ମୁଁ ତ'ଜାଣେନି;
ମୋ ପାଇଁ ସମ୍ଭବ ନୁହଁ ତମକୁ ଉଡାଇବାର ସାହାସକିତା;
ମୋ ପାଖେ ନାହିଁ ଵି ନିତ୍ୟ ନୁତନତା ର ଵିବିଧତା;
ମୋତେ ଜଣା ଵି ନାହିଁ ତମକୁ ହଜାଇବାର ଅପୁର୍ବ ମାଦକତା;
ଖାଲି ଏତିକି ଅଛି;
ଗୋଟେ ସଚ୍ଚୋଟ ମଣିଷ ପଣିଆ ର ଦାମ୍ଭିକତା
ଭଲ ମଣିଷ ଟି ଏ ହୋଇ ବଂଚି ରହିଵାର ଅସୀମ ଆଗ୍ରହତା
ସମ୍ଭଵତଃ
ତୁମେ ସେଇଥିପାଇଁ ହିଁ
ମୋତେ ଏତେ ଭଲ ପାଅ ।।
କଵି-ଶ୍ରୀ ସନ୍ତୋଷ କୁମାର ମେହେର
ଗ୍ରାମ/ପୋଷ୍ଟ-ଚିଚୈଗୁଡା
ଥାନା-ଜୁନାଗଡ଼,ଜିଳ୍ଳା-କଳାହାଣ୍ଡି
ଦୂରଭାଷ ନମ୍ଵର-୯୦୭୮୭୭୭୧୭୪
No comments:
Post a Comment