ଗଛ ଲଗାନ୍ତୁ ଖୁସିର ବରଦାନ ପାଆନ୍ତୁ
ଗଛକୁ ନିଜର ଉତ୍ତମ ବନ୍ଧୁ ଭାବନ୍ତୁ
ବୃକ୍ଷକୁ ଭଲପାଇବାରେ ଅବହେଳା ନକରନ୍ତୁ
ବୃକ୍ଷକୁ ସୁରକ୍ଷିତ ସାଥୀ ବୋଲି ଭାବି ନିଅନ୍ତୁ
ବୃକ୍ଷ ସହ ବନ୍ଧୁତା ସ୍ଥାପନା କରନ୍ତୁ
ବୃକ୍ଷକୁ ବହୁ ମାତ୍ରାରେ ସମ୍ମାନ ଦିଅନ୍ତୁ
ବୃକ୍ଷକୁ କାଟି ବଳି ପକାଇ ଅପମାନ ନକରନ୍ତୁ
ବୃକ୍ଷକୁ ନିଜ ଘରର ଜରୁରୀ ସଦସ୍ୟ ରୂପେ ବାଛନ୍ତୁ
ବୃକ୍ଷକୁ ପ୍ରବଳ ଭଲପାଇବା ଦିଅନ୍ତୁ
ବୃକ୍ଷର ପ୍ରିୟ ବନ୍ଧୁ ହୋଇ ମହାନ ହୁଅନ୍ତୁ
ବୃକ୍ଷକୁ ଲଗାନ୍ତୁ ଖୁସି ପାଆନ୍ତୁ !
ସମାପ୍ତ
ଭାଗ-୨(ବୃକ୍ଷ ମୋର ବନ୍ଧୁ)
ମୁଁ ବୃକ୍ଷ ସୁଖ ଶାନ୍ତିର ସହର
ମତେ ନକର ନିଜ ପାଖରୁ ବାହାର
ନଦେଇ ଆଘାତ ଟାଙ୍ଗିଆର ପାହାର
ମୁଁ ବୃକ୍ଷ ମୁଁ ବୃକ୍ଷ ଶତ୍ରୁ ନୁହଁଇ କାହାର
ମୁଁ ବୃକ୍ଷ ସମ୍ପତି କୋଟି କୋଟି ଟଙ୍କାର
ମୋ ଗୁଣ ରୂପ ବହୁତ ସୁନ୍ଦର
ମଣିଷ ମାନଙ୍କ ପାଇଁ ଏହି ସୃଷ୍ଟିରେ
ମୋ ଅଭିନୟ ଅଟଇ ଅତି ଚମତ୍କାର
ମୁଁ ବୃକ୍ଷ ଖୁସି ଚାବିର ଭଣ୍ଡାର
କରେ ମୁଁ ସେବାଲୋକଙ୍କ ଉପକାର !
ସମାପ୍ତ
ସୁଶ୍ରୀ ପ୍ରମିଳା ସିଂ ,ଛତିଆ ମାହାଙ୍ଗା,କଟକ
ଫୋନ-8280313560
ବୃକ୍ଷ ମୋର ବନ୍ଧୁ - ସୁଶ୍ରୀ ପ୍ରମିଳା ସିଂ , କଟକ
:: ବୃକ୍ଷ ମୋର ବନ୍ଧୁ ::

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment