ଯେନ୍ ମାଏଟ୍ ଥିନେ ଜନମ୍ ନେଲୁ
ସେ ଧର୍ତି ଅଟେ ମର୍ ମା'
ତାର୍ ଦିହି ସଦା କେତେ ଖେଲି ବୁଲ୍ଲୁ
ଭାରତ୍ ଯେ ତାହାର୍ ନା ।।
ଯାହାର୍ ଛାତି ଥି ଗୁର୍ଦୁ ଝର୍ନା ଆରୁ
ବହସି ହ୍ରଦ୍ ନଏଦ୍
ଡୁଡ୍ମା,ଘାଗ୍ରା,ଚିଲ୍କା,ତେଲ୍ ଇନ୍ଦ୍ରାବତୀ
ମହାନ୍ ଗଙ୍ଗା ନଏଦ ।।
ଉତ୍କଲ୍,ବଙ୍ଗ ଆନ୍ଧ୍ର କେତେ ରାଏଜ ଜନମ୍ ଭୂଇଁ ନେ ଉଭା
କୋଇଲା,ହୀରା, ଆରୁ ମୋତି,ମାଣିକ୍
ଭର୍ତି ଯହିଁର୍ ଗରଭା ।।
ଇ ମାଟିନ ବୀର୍ ଯୋଦ୍ଧା କେତେ ଗର୍ବେ
ଜନ୍ମି ଥିଲେ ପରେ ଦିନେ
ସୁଭାଷ୍, ସର୍ଦ୍ଦ୍ଧାର୍,ବିଜୁ, ମଧୂ, ଗୋପ
ଝାନ୍ସୀ ରାନୀ ପଡେ ମନେ
କେତେ କବି ରଥୀ ମହାନାରୀ ସନେ
ଦେଶର୍ ଟେକ୍ କେ ରଖ୍ଲେ
ରବୀନ୍ଦ୍ର,ବଂକିମ୍ ,କୁନ୍ତଲା,କଲ୍ପନା
ବିଜୟ ଗାଥା ବି ଲେଖ୍ଲେ ।।
ମୁଡ଼ର୍ ଝାଲ୍ କେ ଟୁଣେ ମାରି କରି
କୃଷକ୍ ଭାଏ ଖଟସି
ଭୋକ୍,ଶୋଷ୍,ଦୁଃଖ୍ ଭୁଲି ଯାଏ ଦେଖ
ସଂସାରେ ଆହାର୍ ବାଂଟସି ।।
କେତେ ଲୋକ୍ କେତେ ଭିନ୍ ପରକାର୍
ଖାଇଦ ବାସ୍ ବସ୍ତର୍
ପଖାଲ୍ ଖାଇ କି ହଲ୍ ଧରେ କିଏ
ରୁଟି ଖାଇ କେ ଯନ୍ତ୍ର ।।
ମନ୍ଦିର୍, ମସଜିଦ୍, ଚର୍ଚ୍ଚ,ଗୁରୁଦ୍ୱା
ସବୁ ଦେଶର୍ ଗରବ୍
ସବୁ ଧରମ୍ କେ ଭିରେଇ ପାଲନ୍
ବାର୍ ମାସେ ତେର୍ ପର୍ବ ।।
ନାନାଦି ଉଦ୍ୟାନ୍ ଜଙ୍ଗଲ୍ ପାହାଡ଼
ପଶୁ,ପକ୍ଷୀ ଥିନେ ଭର୍ତି
ମୟୁର୍,କୁଇଲି,ପଣକା,ଚଟିଆ
ବାଘ୍ କି କୁମ୍ବୀର୍ ହାତୀ ।।
ଓଡିଶୀ ଭାଙ୍ଗ୍ଗଡା,ଭାରତ୍ ନାଟ୍ୟମ୍
କଥକଲି, ମନୀପୁରୀ
କଥକ୍ ଘୁମ୍ରା ଧାଙ୍ଗରୀ ଢେମ୍ସା ଆରୁ
ମିଠା ଲାଗେ ସମ୍ବଲ୍ପୁରୀ ।।
ବଡ୍ ଠାକୁର୍ ଗାଁ ପୁରୀ ତାର୍ ନାମ୍
ବଡ୍ ବଡ୍ ଆଁଖି ହାତ
ସଂସାର୍ ଚଲାସି ଅବଢ଼ା ଖୁଏଇ
ଜଗତର୍ ଜଗନ୍ନାଥ୍ ।।
ଜନମ୍ ଦେଇଛେ ମରନ୍ ବି ଦେବା
ଭଲ୍ କାମ୍ କରିଯିମା
ଉଚ୍ଚାନେ ସର୍ବଦା ମାର୍ ମୁଡ୍କେ ରଖି
ସମାଜ୍ ମଙ୍ଗଲ୍ କର୍ମା ||
ତପନ କୁମାର ଦାଶ
କେସିଙ୍ଗା,କଳାହାଣ୍ଡି
୯୪୩୮୪୧୫୯୫୫
No comments:
Post a Comment