******ରଜ ପର୍ବ*******
ଦୁଇ ଶୁନ ଦୁଇ ଶୁନ
ମସିହା ଆସିଛି ନେଇ ସମନ
ହେ ସାଧୁଜନେ
କୋରନା ନେବ ଜୀବନ ସାଧୁଜନେ(୧)
ନହୋଇଲେ ସାବଧାନ
ଗାଁଠାରୁ ଦେଶ ହେବ ଶ୍ମଶାନ
ହେ ସାଧୁଜନେ
ମାଡିଚାଲିଛି ରୋଗ ଲକ୍ଷଣ ସାଧୁଜନେ(୨)
ଆସିଛି ରଜପରବ
ନିଜ ଘରେ ବସି କର ମଉଜ
ହେ ସାଧୁଜନେ
ବାହାର କୁ ଯିବା ତେଜ ସାଧୁଜନେ(୩)
ଡାକ୍ତରୀ ନିୟମ ମାନି
ନ ଚାଲିଲେ ହେବ ଜୀବନ ହାନି
ହେ ସାଧୁଜନେ
ରଜପର୍ବ ସାରିଯାଉନି ସାଧୁଜନେ(୪)
ଆସନ୍ତା ବରଷ ରଜ ପାଳିବା
ହେ ସାଧୁଜନେ
କରୋନା କୁ ଜିତିଯିବା ସାଧୁଜନେ (୫)
ଅବିନାଶ ପଣ୍ଡା
ଯାଜପୁରର ଚଣ୍ଡିଖୋଲ ସ୍ଥିତ ମହାବିନାୟକ ମନ୍ଦିର ର ପୂଜକ ତଥା ଓଡିଶା ଉଚ୍ଚ ନ୍ୟାୟାଳୟ ର ଆଇନଜୀବି।
ଫୋନ -୯୩୪୮୨୭୫୬୨୫






No comments:
Post a Comment