💐💐 "ଦେଶ ପ୍ରେମୀ " 💐💐
କର୍ମରେ ବିରାଜମାନ ଆଜି,
ସୀମାରେଖାରେ ଆତ୍ମରକ୍ଷାର ପ୍ରତୀକ। (୧)
ଦେଶର ହିତରେ ପ୍ରାଣପାତ କରେ ଅମୂଲ୍ଯଜୀବନ,
ନଡରି ଲଢେ ଆପ୍ରାଣ ଉଦ୍ଯମ ସତ୍ତ୍ବେ। (୨)
ଶତ୍ରୁର ବନ୍ଧୁକ ଗୁଳିରେ ପୁଣି ଦଣ୍ଡାୟମାନ,
ରକ୍ତରେ ଲହୁଲୁହାଣ ସତ୍ତ୍ବେ କରେ ଦମନ। (୩)
ଦେଶ ଭକ୍ତିର ଶକ୍ତି କରେ ହୃଦୟଗଂମ,
ମାତୃଭୂମିରେ ଅର୍ପଣ କରେ ତା'ର ଶରୀର। (୪)
*************************
ନାମ-ଅମୃତାଂଶୁ ଦ୍ୱିବେଦୀ (ଛାତ୍ର)
ଗ୍ରାମ-ତଳକୁସୁମା , ପୋଷ୍ଟ-କଳାବୁଦା
ଜିଲ୍ଲା- କେନ୍ଦ୍ରାପଡ଼ା
ମୋ-8480833450






No comments:
Post a Comment