.....ଦେଶ ପ୍ରେମୀ ......
ଚିନ୍ତା ଚେତନାର ମୂର୍ତ୍ତି ମନ୍ତ୍ର ଧାରକର୍ମ ପ୍ରବଣତା ଆସ
ଦେଶ ଜାତି ପ୍ରୀତି ଜନତାଙ୍କ ନୀତି.ଦୀନ ଦୁଃଖି ଇତିହାସ ।୧ା
ଦେଶ ପ୍ରେମ ଧାରଜାତିର ସୁଧାର .ସ୍ଵାର୍ଥକୁ କରିବଇ ରି, ସର୍ବସ୍ତ ଉତ୍ସର୍ଗ ଜନତା ବିରାଗ ଦେଶ ଶକ୍ତିଶାଳି ଭାରି ।୨ା
ସାର୍ବଭୌମ ତ୍ଵର ନୈତିକତା ମନ୍ତ୍ରେ.ରାଷ୍ଟର ସମୃଦ୍ଧି ଟେକ. ଜନନୀ କୁ ଶକ୍ତ ଆନ୍ତରିନପ୍ରୀତି କର୍ତ୍ତବ୳ପାଳ ନେ ଭେକ | ୩ ।
ଦେଶ ଘଡିସନ୍ଧି ମୁହୁର୍ତ୍ତକୁ ବାନ୍ଧି ଯୋଗ ଜନ୍ମା ଦେଶ ପ୍ରେମୀ, ମହାମାନବ ରହୋଇଅଭ୍ୟୁଦୟ ଜାତିର ଜିକ୍ତ ଉର୍ମି ॥୪ା
ଦେଶର ଉଦ୍ଧାର ମହାମନ୍ତ୍ରତା ରଦେଶ ପ୍ରେମ ବହ୍ନି ଜାଳି , ଜନ ଜଗତକୁ ଚେତନା ମନ୍ତ୍ରରେ ଦିଏ ସଦା ପର ଛୁଳି | ୫ା ।
ପୁରୁଚନ୍ଦ୍ରଗୁପ୍ତଶିବାଜୀ ତିଳକ ବିକ୍ରମାଦିତ୍ୟ ନେହେରୁ, ଗୋପବଂଧୁ ଦୀନ ଗାନ୍ଧୀ ପ୍ରିତି ଦାନଗୁରୁ ଗୋବିନ୍ଦ ହ ଜୁରୁ ।୬ା ନ ଥିଲା ତାଙ୍କର ସ୍ଵାର୍ଥ ର ମୋହର ଜଗତ ପବିତ୍ର ହେଲା, ଦେଶ ପ୍ରୀତି ତାଙ୍କ ଅମର ଅକ୍ଷରେ ଯୁଗ ଯୁଗ କୁ ରହିଲା।୭ା
ଶିକ୍ଷାର ବିକାଶ ଦେଶପ୍ରେମ ଆଶ, ନ କର ମନ ରେ ହିଂସା, ଆ° ଚଳିକତାର ଧର୍ମନ୍ଦିତା ଗୁଣକର ନାହିଁ କେବେ ଆଶା ।୮ା
ଦେଶ ମାତୃକାର ସେବାରେ ଜୀବନ ଦିଅ ହେ ଯୁବ ଶକତି
ମହାନ ବାଣୀ ରସ୍ଵତନ୍ତ୍ର ପ୍ରେମରେ ଉଠୁ ହେଦେଶ ମୁକ ତି।୯।
ଆସରେ ସଦ୍ଭିଏ ଦେ ଶପ୍ରେମ ବାଣୀ କରାଇବା ଗୁଂଜ ରିତ ,ସତ୍ୟ ଧର୍ମ ନ୍ୟା ଯେ ବାଛି ନେବାଧେୟେ ଦେଶ ହେବ ଗର ବିତ। ୧୦ା
ଅଶୋକ କୁମାର ପତି, ଖଂ କି ରା. ତେଙ୍କାନାଳ ୭୫୯୦୧ ୬
No comments:
Post a Comment