ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ନିବାଶ ନାୟକ , ବୌଦ୍ଧ

ନାରୀ ଅଟେ ଏକ ସମାଜ ର ସୁନା କିଏବା ତାକୁ ବୁଝିବ, ନ ବୁଝିବା ବାଲା ଏଣିକି ସିନା ଯେ ହିନିମାନ ତାକୁ ଭାବିବ....(୦) ।

ଆଗ ନାରୀକୁ ପୁରୁଷ ଯେ ସତେ ପନ୍ୟଦ୍ରବ୍ୟ ଭାବୁଥୀଲା, ଆମ୍ବଦକର ବାବୁ ଆସିବାରୁ ବାରୁସିନା ନାରୀ ସ୍ୱାଧୀନତା ହେଲା.....(୧) ।

ନାରୀ ଭାଇ ଏବେ ସାମାଜିକ କ୍ଷେତ୍ର କେତେଯେ ଉନ୍ନତି କରିଛି, ସମାଜ ର ସବୁ ବେକାରୀ ଲୋକୁ ଶିକ୍ଷିତରେ ସଜାଇଛି....(୨) ।

ନାରୀ ଭାଇ ଏବେ ରାଜନୀତି କ୍ଷେତ୍ରେ କେତେ ଯେ ଉନ୍ନତି କରିଛି, ଅନାହାର ମୁଖେ ଅର୍ନ ଯେ ଦେଇ ଗରିବିକି ହସ ଦେଇଛି.....(୩)

ନାରୀ ଭାଇ ଏବେ ଅର୍ଥ ନିତୀ କ୍ଷେତ୍ର କେତେ ଯେ ହସ ଦେଇଛି , ଗରିବି ପିଲାଙ୍କୁ ସୁଖ ଶାନ୍ତି ଭାବେ ବିଦ୍ୟା ଦେଇ ବଡ କରିଛି....(୪)।

ସାମାଜିକ, ରାଜନୈତିକ, ଅର୍ଥନୈତିକ ରେ ସିନା ନାରୀ ରହିଲେ ସିନା ହେ ଭାଇ, ମୁଲ୍ୟବାନ ହେବ ଭାରତ ମାଟି ଯେ ନାରୀ ସଶକ୍ତିକରଣ ପାଇଁ....(୫) ।

★★★★★★★★★★★★

    - ନିବାଶ ନାୟକ
   
    ଗ୍ରାମ :- ଗିରାସିଙ୍ଗା
    ଜିଲ୍ଲା :- ବୈ।ଦ୍ଧ
     ପୋଷ୍ଟ :- ବଲାସିଙ୍ଗା
      ପିନ :- ୭୬୨୦୧୪
    ଦୂରଭାଷା ମୋବାଇଲ ନମ୍ବର :-
     ୭୭୪୯୮୪୮୬୯୬

No comments: