ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଅଶୋକ କୁମାର ପତି , ଢେଙ୍କାନାଳ

** ରାକ୍ଷୀ **
ସ୍ନେହ ମମତା ର ଅତୁଟ ବନ୍ଧନ
ଯୁଗ ଯୁଗ କୁ ପ୍ରେରଣା
ଭାଇଭଉଣୀର ଅପ୍ରିୟ ରାଗିଣୀ
ସବୁ ହୁଏ ବାଟ ବଣା ।eା
ଜଗନ୍ନାଥସାଇଁ ଉପପାଦ୍ୟ ହୋଇ ବିଶ୍ଵ ଭାତୃତ୍ୟ ଭାବରେ
ଜଗତବାସୀଙ୍କୁ ଦିଏ ଉପଦେଶ
ଅମିୟ ପ୍ରେମ ରାଗରେ ।୨ା
ସମାଜ ମଂଗଳ ସାଧିତ ଲଗ୍ନ ରେ
ସିମା ସରହଦ ଡେଇଁ
ଯୁଗ ଯୁଗ ପାଇଁ ମମତା ବୋଧ ରେ
ରାକ୍ଷୀ ଆସିଅଛି ଧାଇଁ ।୩ା
ବଳଭଦ୍ର ଜନ୍ମ ଗୋମାତା ପୁଜନ
କୃଷି ପର୍ବ ଉତ୍କଳର
ଚାଷୀ ପୁଏ ହସ ନେ ଇଆସିଥାଏ
ପରିଶ୍ରମ ଭାବନା ର ।୪ା
ବଳୀ ରାଜା ଦ୍ବାରୁ ଭଗବାନ ମୁକ୍ତି
ରାକ୍ଷୀ ହୋଇଥିଲା ଏକା
ଦୌପଦୀ କଷଣ ଆପେଭଗବାନ
ଭଉଣୀ ରୂପରେ ଦେଖା ।୫ା
ଭାଇପରା ଅଟେ ଅମୁଲ୍ୟରାଗର
ପ୍ରିତିମୟ ଅନୁକଂପା
ସ୍ନେହ ମମତା ର ମଧୁର ବେଳାରେ
ସହା ହୁଏ ଶାନ୍ତି ମପା ।୬
- ରାକ୍ଷୀ ଏକା ସାକ୍ଷୀ ଭାତୃ ପ୍ରିତି ଧାରେ
ବିଜନ ବେଳା ର ସାଥୀ
ତାପ ରିକିଏ ସେହୋଇ ବ ଜଗତେ
ସଦା ଭକ୍ତି ପ୍ରିତି ରଥୀ।୭ା
.......,,,,,,,,,,,,,,,,,,,,,,,,,,,,,,,,,,,,,,,,

 ଅଶୋକ କୁମାର ପତି
ସାଂବାଦିକତାରେ ସ୍ନାତକୋତ୍ତର
ଖଂ କିରା
ଢେଙ୍କାନାଳ .୭୫୯୦ ୧୬

No comments: