:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷ ମୋର ବନ୍ଧୁ ପ୍ରକୃତ ବନ୍ଧୁଟିଏ।
କେବେ କିଛି ମାଗେନି ବୃକ୍ଷ କେବଳ ଦେଇଜାଣିଛି।
କେବେ ବର୍ଷା ରୁ କେବେ ଟାଣ ଖରlରୁ ରକ୍ଷା କରେ।
ଆମେ ପ୍ରଗତି ନାଁ ରେ ଉନ୍ନତି ନାଁ ରେ ଗଛ ପରେ ଗଛ କାଟି ଚାଲିଛୁ .......।।
ସେଥିପାଇଁ ପ୍ରକୃତି କାନ୍ଦୁଛି ପରିବେଶ ର ଦିନକୁ ଦିନ ଅବକ୍ଷୟ ଘଟୁଛି।
ସେଥିପାଇଁ ତ ନା ଠିକ ସମୟରେ ବର୍ଷା ହେଉଛି ନା ଠିକ ସମୟରେ ଖରl ହେଉଛି ......।
ପ୍ରକୃତିର ଏହି ଭୟlବହ ବାରମ୍ବାର ବନ୍ୟା ବ୍ୟାତ୍ୟା ହେଉଛି ...।
ମଣିଷ ର ଅତି ଲୋଭ ପାଇଁ ସିଏ ଅମ୍ଳଜାନ ଦିଏ ,ଫୁଲ ଫଳ ଓ ସବୁଜିମା ଆମ ଜୀବନରେ ଭରିଦିଏ ।
ସେ ନୁହେଁ କି ପ୍ରକୃତ ବନ୍ଧୁ।
ଆସନ୍ତୁ ଆଜିଠୁ ପ୍ରତିଦିନ ଗଛ ଲଗେଇବା ନିଜ ଘର ବାହାର ସବୁଆଡ଼। ତାହେଲେ ଗଛ ବି ହସିବ ହସିବ ଆମ ପରିବେଶ।ଛୋଟ ପିଲାଠାରୁ ବଡ଼ ଯାଏଁ ସଭିଙ୍କୁ ଟିକେ ସମୟ ବାହାର କରି ଲଗେଇବା ଗୋଟିଏ ବୃକ୍ଷ ତା ଅଭିବୃଦ୍ଧି ସହ ଆମ ଜୀବନ ବି ହସିବ ମନ ଖୋଲା ହସ। -
ରୀତା ଅପରlଜିତା ମହାନ୍ତି
-- --ପ୍ଲଟ ନ-୮୩(ସି) ,ଭୁବନେଶ୍ୱର ୨୧
No comments:
Post a Comment