:: ବୃକ୍ଷ ମୋ ର ବନ୍ଧୁ ::
ଚନ୍ଦ୍ର ରେ ଅଛି ବିନ୍ଦୁ
ବୃକ୍ଷ ଆମର ବନ୍ଧୁ
ଆସ ଲଗାଇ ବା ଗଛ
ହୁଅନା ଆଗ ପଛ
ଗଛ ହେବ ଉଚ୍ଚ
ପରିବେଶ ହବ ସ୍ୱଛ
ଗଛ ଖାଏ ଅଙ୍ଗାରକାମ୍ଳ
ଦିଏ ଆମ୍ଳଜାନ ରଖଜ ଜୀବନ
ଗଛ ମୂଳ ଅତି ଶୀତଳ
ଗଛ ଡାଳ ପକ୍ଷୀ ଆଶ୍ରୟ ସ୍ଥଳ
ଗଛ ଦିଏ ଫୁଲ ଫଳ
ସବୁ ତା ର ଅମୁଲ ମୂଲ
ଗଛ ବିନା ନାହିଁ ଜୀବନ
ଦିଏ ସେ ଶୀତଳ ପବନ
ଗଛ ଆଉ ମଣିଷ ଦୁଇ ସଙ୍ଗାତ
ଗଛ ନଥିଲେ ରହି ବନି ଜଗତ
ଦୁବ ଠାରୁ ଦ୍ରୁମ
ମନୁଷ୍ୟ ର ଆସ ଇ କାମ
ଗଛ କୁ କରନା ନଷ୍ଟ
ପାଇବ ଦୁଖ କଷ୍ଟ
ଡ଼ାକ୍ତର ଅଶୋକ କୁମାର ସେଠୀ
ବଲାଙ୍ଗୀର
୯୯୩୮୭୭୦୬୯୭
No comments:
Post a Comment