ପ୍ରକୃତି ର ଅତୁଳନିୟ ଅବଦାନ... ଅଟେ ତାର ନାମ ବୃକ୍ଷ ଯେ ଜାଣ .....॥ ବୃକ୍ଷ ମୋର ବନ୍ଧୁ ...ସେତ ସେନେହ ର ସିନ୍ଧୁ ॥ ତୁମେ ଅଟ ସବୁର କାରଣ ..। ତୁମ ବିନୁ ଜୀବନ ଅକାରଣ ॥ ଏନ୍ତୁଡ଼ି ଶାଳର ନିଆଁ ରୁ ଶେଷ ଜୀବନର ଜୁଇ ନିଆଁ....... ସବୁରେ ଲୋଡ଼ା ତୁମ କାଷ୍ଠ ...। ବୃକ୍ଷ କରେ ନାହିଁ କାହା ଅନିଷ୍ଠ ॥ ତୁମେ ବିସ୍ତାର ନିଜ ଅକାର କରି ବାକୁ ପରପୋକାର ॥ଆଣି ଥାଅ ବରଷାର ଧାର... ତୁମ ବିନୁ ପ୍ରକୃତି ଲାଗେ ଅସୁନ୍ଦର ॥ ତୁମ ଦାନ ଅମ୍ଲଜାନ ......ରକ୍ଷା କରୁଛ ପ୍ରାଣିଙ୍କ ଜୀବନ॥ ଅଧମ ମଣିଷ ନିଜସ୍ବାର୍ଥ ପାଇଁ ଅମାନୁଷି କ ପରି ବୃକ୍ଷ ନିଧନ କରଇ ॥ସବୁ ଧର୍ମ ପୂର୍ଣ୍ଣ୍ୟ ର ତୁମେ କାରଣ ॥ ତୁମ ଔଷଧିୟ ଗୁଣେ ରୋଗ କର ନିବାରଣ ॥ କର୍ମ ବନ୍ଧନେ ବାନ୍ଧି ହେଲ ବନ୍ଧୁ .....ମୋ ସ୍ବାର୍ଥ ପାଈଁ ଦେଲ ସେନେହ ସିନ୍ଧୁ । ତୁମ କୋଳ ରେ ଅପାର ଶାନ୍ତି ! ତୁମ ଡାଳରେ କେତେ ପକ୍ଷୀ' ବସା ବାନ୍ଧନ୍ତି....॥ ତୁମ ପାଶେ କହିଛି ମୋ ଜୀବନର କେତେ ଯେ ଦୁଃଖ .....।ମୌନ ହୋଇ ତୁ ମେ ଓଜାଡି ଦେଇଛ ଅଜସ୍ର ସୁଖ...॥ ସୁରଭି କରିଲା ସୃଷ୍ଟି ବହୁ ଅନୁଚରି .... ତୁମ ଠା ରେ ଅଶେଷ ଗୁଣ ଦେଲା ଭରି...।॥ ସକଳ ଗୁଣ ରେ ତୁମେ ବିଦ୍ୟମାନ .....କି ବର୍ଣ୍ଣନା କରିବି ଅବା ମିଳେନି ବଚନ ।॥ ବୃକ୍ଷ ବିନା ମନୁଷ୍ଯ ର ଯେ ନିସ୍ତାର ନାହିଁ ....ବୃକ୍ଷ ଯେ ଜ୍ଞାନ ର ଆଧାର ଏ କଥା ମିଥ୍ଯା ନୁହଁଇ ॥ ସଭିଏଁ ଏକମନ ହୋଇ ଶପଥ ନେବା ବୃକ୍ଷ ରୋପଣ ଆମେ ନିଶ୍ଚୟ କରିବା ॥ 🙏
ଝିଲ୍ଲି କୁମାରୀ ସାହୁ
ବ୍ରହ୍ମପୁର , ଗଞାମ
No comments:
Post a Comment