ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସୈନିକ ମୁଁ ସୀମାନ୍ତ ଯୋଦ୍ଧା - ରୀତା ଅପରlଜିତା ମହାନ୍ତି , ଖୋର୍ଦ୍ଧା


::ସୈନିକ ମୁଁ ସୀମାନ୍ତ ଯୋଦ୍ଧା ::

----ସୈନିକ ମୁଁ ସୀମାନ୍ତ ରେ
ଯୋଦ୍ଧା । ମୁଁ ସେଥିପାଇଁ ଗର୍ବିତ।ଭାରତ ମା ,ର  ସେବାରେ ସଦା ଥାଏ ତତ୍ପର।
ଖରା,ବର୍ଷା ,ଶୀତ ସବୁ ସହି
ଦେଶ ସୀମାନ୍ତ ମୁଁ ଜଗେ।
ଗୁଳିଗୁଳା ସବୁ ସହିବି
ଦେଶପାଇଁ ପଛେ ଜୀବନ ଦେବି ଶତୃ ଆଗରେ 
ନୂଆଁବି ନାହିଁ ମଥା।
ତ୍ରିରଙ୍ଗା ର ଯଶ ଗାଇ 
ତ୍ରିରଙ୍ଗା ଧାରଣ କରି ମୃତ୍ୟୁ ସମୟରେ ବି ଥିବି।
ଏମିତି ଭାଗ୍ୟ ପାଇଁ 
ମୁଁ ଭଗବାନ ଙ୍କୁ ବାରମ୍ବାର ଧନ୍ୟବାଦ ଦେଉଥିବି।
ଜୟ ହିନ୍ଦ । ଭାରତ ମାତାଙ୍କ ଜୟଗାନ ଶେଷ ସମୟଯାଏଁ
ମୋ ତୁଣ୍ଡରେ ଥିବ।
ରୀତା ଅପରlଜିତା ମହାନ୍ତି
---ପ୍ଲଟ ନ -୮୩(ସି) ,ଭୁବନେଶ୍ୱର -୨୧

No comments: