ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶ୍ ପ୍ରେମ୍ - ପରେଶ କୁମାର ପରୁଆ , ବରଗଡ଼

   ଦେଶ୍ ପ୍ରେମ୍ 
**************

ଇ ମାଟିଥିନ୍ ଜନମ୍
ଇ ମାଟିଥିନ୍ ମରନ୍
ସୈନିକ୍ ଭାଇର୍
ପାଦ୍ ତଲେଁ ମୋର୍ ସରନ୍..୧
ଶତ୍ରୁ ଠାନୁ ଦେଶ୍ ରକ୍ଷା କାରୀ
ହେ ସୈନିକ୍ ଭାଇ
ତୁମର୍ ମହତ୍ କାମ୍
ନି ଭୁଲି ପାରନ୍ କେହି........୨
ଖରା ବର୍ଷା ଶୀତ୍ କାକର୍
ରାଏତ୍ ଦୀନ୍ ଉଜାଗର୍
ଛାଡି ଦେଇଛ କୁଟୁମ୍ବ ବାଟମ୍
ଛାଡି ଦେଇଛ ଘର୍.........୩
ହସି ହସି ଗୁଲି ଖାଇ 
ସହିଦ୍ ହେସ ତୁମେ
ତୁମର୍ ଦୁଃଖ ନି ଯାନୁ
ଘରେଁ ଶୁଇଛୁ ଆମେ.......୪
ଆମର୍ ଜୀବନ୍ ବଅଁଚଉଛ
ତୁମର୍ ଜୀବନ୍ ଦେଇ
ଅମର୍ ରହ ସହିଦ୍ ତୁମେ
କଥା ଥାଉ ଯୁଗ୍ ଯୁଗ୍ ରହି....୫
ମାଁର୍ ପେଟେ ଜନମ୍ ହେଲ
କଲ ଭାରତ୍ ମାତାର୍ ସେବା
ଜୟ ଜବାନ୍ ଜୟ ଜବାନ୍ ବଲି
ନାଁ ସବୁଦିନେ ଉଡୁଥିବା....୬
ତୁମର୍ ଦମ୍ ତୁମର୍ ସାହାସ୍
ତୁମର୍ ବଳିଦାନ୍
ତ୍ରିରଙ୍ଗା ପତାକା ଉଡୁଛେ
ଜୟ ଜବାନ୍ ଜୟ ଜବାନ୍...୭
ଭାରତ୍ ମାତାର୍ ତୁମେ 
ସୁଯୋଗ୍ୟ ସନ୍ତାନ୍
ଦିହେଁ ନେଇନ ହି଼ଁସା ଅହଂ କାର୍
ଅଛେ ଦେଶ ପ୍ରେମ୍ ସ୍ଵାଭିମାନ୍...୮
*************************
ପରେଶ କୁମାର ପରୁଆ(ଶିକ୍ଷକ)
     **********************
ସୁଭଦ୍ରା ନିବାସ୍ ବିଶିପାଲି ଜମଲା ପଦମପୁର୍ ବରଗଡ

No comments: