ସାହିତ୍ୟ ଜୀବନ ଗଳ୍ପ ଆସର
ସାହିତ୍ୟ ଜୀବନ ପରିଚାଳନା କମିଟି ତରଫରୁ ଏକ ସ୍ବତନ୍ତ୍ର ଅଣୁ ଗଳ୍ପ ଆସର ରେ ସମସ୍ତ ସାରସ୍ଵତ ସାହିତ୍ୟ ସ୍ରଷ୍ଟା ଙ୍କୁ ସ୍ୱାଗତ କରୁଛି।।
୧. ୦୯ ଅକ୍ଟୋବର ଠାରୁ ୧୨ ଅକ୍ଟୋବର ମଧ୍ୟରେ ପୌରାଣିକ ଅଣୁ ଗଳ୍ପ ଲେଖି ପ୍ରକାଶ କରିବେ।
୨. ଲେଖା ଗୁଡିକ ନିଜସ୍ଵ ଏବଂ ଅପ୍ରକାଶିତ ପୌରାଣିକ ଭିତ୍ତିକ କିମ୍ବା ନିଜର କିଛି ପୌରାଣିକ ଅନୁଭୁତି ଉପରେ ହେବା ଆବଶ୍ୟକ। ଏହି ଦିନ ଗୁଡ଼ିକରେ ଅନ୍ୟ କିଛି ଲେଖା ପ୍ରକାଶିତ ନକରିବାକୁ ଅନୁରୋଧ।
୩.କେବଳ ୨୦୦ ଶବ୍ଦ ମଧ୍ୟରେ ଗୋଟିଏ ଅଣୁ ଗଳ୍ପ ଦେବେ। ଲେଖା ରେ କୌଣସି sticker ଦେବେ ନାହିଁ।
୪.ଲେଖା ଉପରେ ଶୀର୍ଷକ ଏବଂ ନିମ୍ନ ରେ ନାମ ଓ ଠିକଣା ଦେବାକୁ ଅନୁରୋଧ।
୫• ପ୍ରତିଯୋଗୀ ଙ୍କ ନାମ ପ୍ରତିଯୋଗିତା ର ଗୋଟିଏ ସପ୍ତାହ ମଧ୍ୟରେ ଘୋଷଣା କରାଯିବ।
୬. କିଛି ଶ୍ରେଷ୍ଠ ସ୍ରଷ୍ଟା ଙ୍କୁ ସାହିତ୍ୟ ଜୀବନ ପରିଚାଳନା କମିଟି ତରଫରୁ ଅନ୍ ଲାଇନ୍ ମାନପତ୍ର ପ୍ରଦାନ କରାଯିବ।
୭.ଲେଖା ଗୁଡ଼ିକ ସାହିତ୍ୟ ଜୀବନ ୱୈବ୍ ପର୍ଟାଲ୍ ରେ ମଧ୍ୟ ପ୍ରକାଶିତ ହେବ।
୮. ଉପରୋକ୍ତ ନିୟମକୁ ଅନୁସରଣ ନ କଲେ ପ୍ରତିଯୋଗିତା ରୁ ବାଦ୍ ଦିଆଯିବ ।।
ସମୟସୀମା :- ୦୯ ଅକ୍ଟୋବର ଠାରୁ ୧୨ ଅକ୍ଟୋବର , ୨୦୨୦
ଭାଷା :- ଓଡ଼ିଆ
ବିଭାଗ :- କାହାଣୀ
ଯୋଗାଯୋଗ :- sahityajibana@gmail.com
https://www.sahityajibana.in/contact
No comments:
Post a Comment