ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଡୁଲେଶ୍ଵର ସାହୁ , କଳାହାଣ୍ଡି

          ---++++ ରାକ୍ଷୀ ----------
ସୁନ୍ଦର ଦିସୁଛି ହାତ ମୋ ଆଜି
ସେହ୍ନର ସୂତାକୁ ବାନ୍ଧି
ଭଉଣୀ ମୋର ଅଛି ବୋଲି ସିନା
ରାକ୍ଷୀ ଟେ ଦଉଛି ବାନ୍ଧି

ଏମିତି ସେହ୍ନ ସବୁଦିନ ଥାଉ
ମୋ ଭଉଣୀ ଉପରେ ପ୍ରଭୂ
ଅନେକ ରେ ଏକ ଭଉଣୀ ପାଇଛି
ସୁଖେ, ଦୁଃଖେ ଜିଉଁ ଥାଉ

ଡୁଲେଶ୍ଵର ସାହୁ
ରେଗଡା,କର୍ଲାମୁଣ୍ଡା, କଳାହାଣ୍ଡି

No comments: