💐💐💐💐 ସମ୍ପର୍କ💐💐💐💐
ସେ ସମ୍ପର୍କ ଡୋରୀରେ ବନ୍ଧା ଏ ଜୀବନ
ସମୟ ସାଥିରେ ବହି ଚାଲିଛି ଏ ମନ......!!
ସମ୍ପର୍କର ଏ ପବିତ୍ର ବନ୍ଧନ
ଜୀବନକୁ କରିନିଏ ନିତ୍ୟ ଚିରନ୍ତନ.......!!
ସମାଜର ଏ ଦୃତ ଆଗମନ
ଏ ତ ସମ୍ପର୍କର ବରଦାନ......!!
ଭାବବେଗରରେ ପୂର୍ଣ୍ଣ ଏ ଆବେଗ
ସମ୍ପର୍କ ସୂତାରେ ରେ ବନ୍ଧା ଏ ଜୀବନର ବେଗ.....!!
ପବିତ୍ର ସମ୍ପର୍କର ସେ ଅଭୁଲା ସ୍ମୃତି
ମନରେ ଭରିଦିଏ ସତେ ଯେ କେତେ ଅନୁଭୂତି.....!!
ସମ୍ପର୍କର ସେ ଛୋଟ ଭୁଲ୍ ବୁଝାମଣା
ଜୀବନକୁ କରିଦିଏ ସେ ଯେ କେତେ ବାଟବଣା......!!
ସମ୍ପର୍କ ଯେ ପ୍ରେମ,ବିଶ୍ଵାସରେ ନିହିତ
କିଏ ବା ବୁଝେ ତାର ଏ ବିଶେଷତ୍ୱ...!!
ସମ୍ପର୍କ ଯେ ନୀଳ ଆକାଶର ସଫା ବଦଲଟିଏ
ଯେଉଁଠି ଦ୍ୱେଷ,ଘୃଣାର ସ୍ଥାନ ନଥାଏ......!!
ସମ୍ପର୍କ ସେ ଅଭୁଲା ସ୍ମୃତି ର ଅସୁମାରୀ ଇଛା
ସତେକି ଭରିଦିଏ ମନରେ କେତେ ଯେ ଆଶା....!!
ସଂସାର ଯେ ବନ୍ଧା ଏ ସମ୍ପର୍କ ଡୋରୀରେ
ନିଶ୍ଵାସ ଚାଲିଛି ଏଠି ବିଶ୍ଵାସ ଭିତ୍ତିରେ..........!!
🙏🏻 ଧନ୍ୟବାଦ🙏🏻
ମଧୁସ୍ମିତା ସେନାପତି(ଭୁବନେଶ୍ୱର)
ଛାତ୍ରୀ - ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ, ଭୁବନେଶ୍ୱର
No comments:
Post a Comment