:: ମୋ ଜନ୍ମଭୁମୀ ::
--------------'---------------
ଯେଉଁ ମାଟିରେ ଜନମ ମୋର
ବଢିଲି ସେଠି ଯାହା କୋଳର,
ଯାହାର ବୁକୁ ରେ ଶିଖିଲି ଚାଲି
ଦେହରେ ବୋଳିଲି ତାହାର ବାଲି,
ମା" ଯେଉଁ ଶବ୍ଦ ଶୁଣିଲି,"ମା "ମା ବୋଲି
କେତେ ଡାକିଲି,
ସେ ହେଉଛି ମୋ ମା"
ପ୍ରିୟ ଜନମ ଭଇଁ(0)
ଯାହାର ପାଣି,ପବନ ନେଇ ,
ତୃଷା ମେଂଟି ମୋର ନିଶ୍ବାସ ନେଇ
ଯାହାର ଫଳ ଶସ୍ୟ ଆହାର ଖାଇ,
ବଞ୍ଚିବା ଶିଖିଳୁ ତହଠୂ ଯାଇ,
ମା" ବୋଲି ତାକୁ ଆଦର କରେ,
ନିଶ୍ବାସ ଚାଲିବା ଯା ଏ ତାକୁ ମୁଁ ଝୁରେ,
ସେହି ମୋ "ମା" ପ୍ରିୟ ଜନମ ଭଇଁ(1)
ଯେଉଁ ଦେଶର ସୁରଖ୍ୟା ପାଇଁ
ଯାଏ ମୁଁ ବୀର ସୈନିକ ହୋଇ
ଦେଶ ମାତୃ କାର ସ୍ବାଭିମାନ ପାଇଁ
"ମା"କୁ ବଞ୍ଚାଏ ବଳିଦାନ ଦେଇ,
ସେହି ମୋ "ମା"ଯାହା ଯୋଗୁଁ ମୋ ନାଆଁ
ସେହି ମୋ ମା ଓ ପ୍ରିୟ ଜନମ ଭଇଁ(2)
ମା ପରି କେହି ଜାଗତେ ନାହିଁ
ମା ରଖିବୁ ମୋତେ କାନି ଘୋଡାଇ,
ତୋ ଆଶୀର୍ବାଦ ମୋ ପରେ ଥାଉ
ଦୁନିଆରେ କିଏ କଣ କରିବ ଆ ଉ,
"ମା"ବୋଲି ଯେଉଁ ଅକ୍ଷର,ଏ ଯୁଗ ପୀଢୀ
ତାକୁ ନ ଭଲ,
ସେହି ପରା ଆମ "ମା"ଓ ପ୍ରିୟ ଜନମ ଭଇଁ(3)
ଶରତ କୁମାର ମିଶ୍ର
ଭୁତପର୍ବ ସୈନିକ
ବେଗୁନିଆ
ଖୋର୍ଦ୍ଧା ପିନ୍-752062
No comments:
Post a Comment