ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ପଦ୍ମାଳୟା ସାମଲ , କେନ୍ଦ୍ରାପଡ଼ା


     🤝ସମ୍ପର୍କ🤝
ଦୁଇ ସମ୍ପର୍କର ମିଳନରେ
ତୃତୀୟ ସମ୍ପର୍କର ଜାତରେ
ସବୁ ସମ୍ପର୍କରେ ଆରମ୍ଭ ମଧୁର
ସମ୍ପର୍କ ବିଛିନ୍ନ ହୁଏ କଷ୍ଟ ତର
ସମ୍ପର୍କର ଡୋର ଅଟେ ନିରନ୍ତର ...(୦)

ମାତୃଗର୍ଭରୁ ଯେ ସମ୍ପର୍କ ଡୋର
ଲମ୍ବି ଥାଏ ମୃତୁ ପାଖେ ତାର 
ସମ୍ପର୍କତ ନିବିଡ଼ ଭଲ ପାଇବାର
ଛିଡିବାର ଡର ପ୍ରତି ମୃହୁତର
ସମ୍ପର୍କର ଡୋର ଅଟେ ନିରନ୍ତର ...(୧)

ସମ୍ପର୍କ ଆରମ୍ଭ ମା' କୋଳରେ
ଶେଷ ପୁଣି ସନ୍ତାନ କୋଳରେ
ଗୁରୁ ଶିଷ୍ୟର ସମ୍ପର୍କ ପ୍ରକୃତି ସାର
ଭଗବାନ ଭକ୍ତର ଅତି ଅତୁରର
ସମ୍ପର୍କର ଡୋର ଅଟେ ନିରନ୍ତର ...(୨)

ସମ୍ପର୍କରେ ବନ୍ଧା ପୃଥିବୀ ସାର
ନାହୁଁ ତାର ପଟାନ୍ତର
ସମ୍ପର୍କ ଡୋରକୁ ଭିଡ଼ି ଧରିଥାରେ
ହେବୁ ନାହିଁ କେବେ ଏକାନ୍ତର
ସମ୍ପର୍କର ଡୋର ଅଟେ ନିରନ୍ତର ...(୩)

ପ୍ରୀତି,ସ୍ନେହ ଶ୍ରଦ୍ଧା ରେ
ସମ୍ପର୍କକୁ ବାନ୍ଧ ରେ
ବିନା ସମ୍ପର୍କରେ
ଵଂଚିବା କଷ୍ଟ କର
ସମ୍ପର୍କର ଡୋର ଅଟେ ନିରନ୍ତର ...(୪)

✍️ପଦ୍ମାଳୟା ସାମଲ
ବଡ଼ପଡ଼ା,କେନ୍ଦ୍ରାପଡ଼ା

No comments: